#Breaking News

କଲିନାଜୁ ଡ୍ୟାମରେ ଚିତ୍ରଶିଳ୍ପିଆଙ୍କିଲେ ସୁନ୍ଦର କଳାକୃତୀ


ଫୁଲବାଣୀ(ସୁନୀଲ ପଟନାୟକ)

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ରଟିଙ୍ଗିଆ ଗ୍ରାମପଞ୍ଚାୟତରେ କଲିନାଜୁ ଡ୍ୟାମ ରହିଛି। ଏହି ଡ୍ୟାମ ନିକଟରେ ଲୋକେ ପିକନିକ କରିବାଲାଗି ଆସିବା ସହ ଡ୍ୟାମ ବୁଲି ଦେଖିଥାନ୍ତି । ତେ6ବଡ୍ୟାମର ସରପ୍ଲସ ଅଞ୍ଚଳ 6ର ଆକାଶ ପ୍ରଧାନ ନାମକ ସ୍ଥାନୀୟ ଜଣେ ଚିତ୍ରଶିଳ୍ପୀଙ୍କ ସୁନ୍ଦର ସୁନ୍ଦର କଳାକୃତୀ ଲୋକଙ୍କୁ ଅଧିକ ଆକର୍ଷିତ କରୁଛି । ଏହି ଶିଳ୍ପୀ ଜଣଙ୍କ କଲିନାଜୁ ଡ୍ୟାମର ବିଭିନ୍ନ ସ୍ଥାନରେ ବାର୍ତ୍ତା ଥିବା ସୁନ୍ଦର ସୁନ୍ଦର କଳାକୃତୀ ଆଙ୍କିବା ଫଳରେ ଅଞ୍ଚଳରସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଛି। । ଆକାଶ କୁମ୍ଭିର, ଉଡ଼ନ୍ତା ମାଛ, ରାକ୍ଷ । ସ,କିଙ୍ଗଫିସର କରେ। ନା ଭାଇରସ ସଂପର୍କରେ ଅନେକ ସୁନ୍ଦର ସୁନ୍ଦର ଚିତ୍ର କରିଛନ୍ତି । ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆକାଶ କହିଛନ୍ତି।ସ୍ଥାନୀୟ ଯୁବକ ଯୁବତୀମାନେ ପ୍ରତିଦିନ ଆସି ସେ ଲଫି ଉ ଠାଉଛନ୍ତି ।
ଆକାଶ କରେ । ନା ମହାମାରୀ ସମୟରେ ଲୋକଙ୍କୁ ଚିତ୍ର ମାଧ୍ୟମରେ ସଚେତନତାବାର୍ତା ଦେଇ ପ୍ରସଂସିତ ହୋଇଥିଲେ। ଏବେ ଏହି ଚିତ୍ରକରି ସ୍ଥାନୀୟ ଲୋକଙ୍କର ମନ ଜିଣି ପାରିଛନ୍ତି ।ଏଥିରେ ଅନ୍ତରଙ୍ଗ ଯୁବସ୍ଵେଚ୍ଛାସେବୀମାନେ ଆକାଶକୁ ସହଯୋଗ କରିବା ସହ ଉତ୍ସାହୀ ତ କରିଛନ୍ତି।
ଆକାଶ ଙ୍କ ଏହି ଚିତ୍ରକଳା କୁ ସ୍ଥାନୀୟ ଲେକେ ବେଶ ପ୍ରସଂଶା କରିଛନ୍ତି ।

Leave a comment

Your email address will not be published. Required fields are marked *