#Breaking News

ଶେଷ ଦେବ ମିଶ୍ର ଫୁଲବାଣୀର ନୂତନ ଉପଜ଼ିଲ୍ଲାପାଳ


ଫୁଲବାଣୀ -23/8(ସୁନୀଲ ପଟନାୟକ )
ସୋମବାର ଶେଷ ଦେବ ମିଶ୍ର ଫୁଲବାଣୀ ର ଉପ ଜ଼ିଲ୍ଲାପାଳ ଭାବେ ଆଜି ଦାୟୀ ତ୍ବ ଗ୍ରହଣ କରିଛନ୍ତି l ସେ ଏଥିପୂର୍ବରୁ ଗଜପତି ରେ ଉପଜ଼ିଲ୍ଲା ପାଳ ଥିଲେ l
ଶ୍ରୀ ମିଶ୍ର ଆଜି ଦା ୟୀ ତ୍ବ ଗ୍ରହଣ କରିବା ପରେ ଖଜୁରୀପଡା ତହସିଲଦାର, ଫିରିଙ୍ଗିଆ ଓ ଫୁଲବାଣୀ ତହସିଲଦାର ପ୍ରମୁଖ କାର୍ଯ୍ୟାଳୟ ରେ ପହଂଚି ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ l
ଦା ୟୀ ତ୍ବ ଗ୍ରହଣ ପରେ ସେ ଫୁଲବାଣୀ ଉପଖଣ୍ଡ ଅଂଚଳ ର ସମସ୍ୟା ପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି l

Leave a comment

Your email address will not be published. Required fields are marked *