#Breaking News

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ତିରୋଧାନ ଦିବସ, ଚକାପାଦ ଓ ଜଲେଶପଟ୍ଟା ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି,


ଫୁଲବାଣୀ-୨୩/୮(ସୁନୀଲପଟନାୟକ)
ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ, Iଠିକ ୧୩ ବର୍ଷ ତଳେ ଆଜିର ଦିନରେ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।
ଫଳରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଆଜି ର ଦିନକୁ ବଳିଦାନ ଦିବସ ଭାବେ ପାଳନ କରା ଯାଉଥିଲା । ସୋମବାର ସ୍ୱାମିଜୀଙ୍କଚକାପାଦ ଆଶ୍ରମ ରେ କାଳେ ବଳିଦାନ ଦିଵସ ପାଳନ ହେବ ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି ।ତେବେ ଏଯାଏଁ କୌଣସି କାର୍ଯ୍ୟକ୍ରମ ଆରମ୍ଭ ହୋଇନି l
ସ୍ୱାମୀଜୀଙ୍କ ହତ୍ୟା ପରେ କନ୍ଧମାଳ ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ
ସଂ। ପ୍ରଦ l ୟିକ ଦଙ୍ଗା ସୃଷ୍ଟି ହୋଇ ଥିଲା l ଏଥିରେ ୫୦ ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ଘଟିବା ସହ ହଜ।ର ହଜାର ସଂଖ୍ୟାରେ ଘର ପୋଡି ବା ସହ ଭଙ୍ଗାରୁଜା ହୋଇଥିଲା।

Leave a comment

Your email address will not be published. Required fields are marked *