#Breaking News

୧୫ ବ୍ଲାକ ବେଲ୍ଟ ଟାଇ କୋଣ୍ଡ ଖେଳାଳି ସମ୍ବର୍ଦ୍ଧିତ


ଫୁଲବାଣୀ ,ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ଟାଇ କୋଣ୍ଡ ଏସଓ ସିଏସନ ଓ ଓଡିଶା ଟାଇକୋଣ୍ଡଟ୍ରେନିଂ ସେଣ୍ଟର ର ମିଳିତ ଅନୁକୂଲ୍ୟ ରେକରୋନେସନ ଆଥେ ଲେ ଟିକ ଇଣ୍ଡୋର ହଲରେ ଆୟୋଜିତ ସମ୍ବର୍ଧନା ଉତ୍ସବ ରେ ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ୧୫ ଜଣ କୃତିତ୍ୱ ହାସଲ କରି ବ୍ଲାକ ବେଲ୍ଟ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଜସ୍ମିତ କୁମାର ବେହେରା, ଅପୂର୍ବ ଆର୍ଯ୍ୟ ସଜ୍ଞାଜିତ ପ୍ରମୁଖ ଙ୍କ ସମେତ ୧୫ ଜଣ ଙ୍କୁ ବ୍ଲାକ ବେଲ୍ଟ ସାର୍ଟିଫିକେଟ ପ୍ରଦାନ କରିଥିଲେ କରିଥିଲେ l
ଏହି ତାରକା ଖେଳାଳି ମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବୋଲି କହିଥିଲେ lବିଗତ କୋଡିଏ ବର୍ଷ ମଧ୍ୟରେ ଏଭଳି ସଫଳତା ମିଳିନଥିବା କହିଥିଲେ l
ଏହି ଅବସରରେ ଓ ଟି ଏ ରମହାସଚିବ ମନମୋହନ ଭଂଜ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l
ଫୁଲବାଣୀ ମାର୍ଶାଲ ଆର୍ଟ ପକ୍ଷରୁ ଆୟୋଜନ କରାଯାଇଥିଲା ବୋଲି କେ ଡ଼ି ଟି ଏ ର ମହାସଚିବ ପ୍ରଭାତ କୁମାର ସାହୁ କହିଛନ୍ତି l

Leave a comment

Your email address will not be published. Required fields are marked *