#Breaking News

କଟକରେ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀଙ୍କୁ ସ୍ୱାଗତ

କଟକ( ଉଲାପ୍ର)ଭାରତ ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣକାରୀ ବିଭିନ୍ନ କାର୍ଯ୍ୟ ଯୋଜନା ସମ୍ବନ୍ଧରେ ଲୋକଙ୍କ ସହିତ ବିଚାର ବିମର୍ଷ ତଥା ସ୍ଥିତି ଅନୁଧ୍ୟାନ କରିବା ଏବଂ ଜନତାଙ୍କ ଠାରୁ ଜନ ଆଶୀର୍ବାଦ ଲୋଡିବା ପାଇଁ ତାଙ୍କ ଓଡ଼ିଶା ଗସ୍ତ ଅବସରରେ ମହୋଦୟ ଆମ କଟକ ବାଟ ଦେଇ ଗଲେ। ମନ୍ତ୍ରୀ ହେବା ପରେ ପ୍ରଥମ ଥର କଟକ ରାଜପଥ ଦେଇ

ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ଥିବାରୁ କଟକର ସମ୍ମାନ ରକ୍ଷା ପାଇଁ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ସମସ୍ତ ପ୍ରମୁଖ ନେତାଙ୍କ ସହିତ ଉପସ୍ଥିତ ରହି ତାଙ୍କୁ ମଧୁପାଟଣା ଛକରେ ଭବ୍ୟ ସ୍ୱାଗତ କରାଗଲା..କଟକନଗର ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରିତମ ଦାସ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ,ରାଜ୍ୟର ବରିଷ୍ଠ ମହିଳା ନେତ୍ରୀ ସମ୍ପାଦିକା ରଶ୍ମିରେଖା ଦାସ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିକାଶ ବେହେରା,ସବ୍ୟସାଚୀ ମହାପାତ୍ର,କୃଷକ ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଜେନା,ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର,ମଣ୍ଡଳ ସଭାପତି ଦେବାନନ୍ଦ ସିଂ,ବାରବାଟୀ ମଣ୍ଡଳ ସଭାନେତ୍ରୀ ପୁଷ୍ପିତା ମହାପାତ୍ର,ମିଡ଼ିଆ ସେଲ ସଂଯୋଜକ ସୁବାଷ ମହାନ୍ତି, ମହିଳା ମୋର୍ଚ୍ଚା ନେତ୍ରୀ ପୌର୍ଣ୍ଣବାସୀ ମହାପାତ୍ର,କଲ୍ୟାଣି

ମହଲା,ମମତା ନନ୍ଦୀ,ସ୍ୱଚ୍ଛ ଭାରତ ସେଲର ନଳିନୀ ରାୟ, ଯୁବମୋର୍ଚା ସମ୍ପାଦକ ସଦାନନ୍ଦ ବିଶ୍ୱାଳ, ବାରବାଟୀ ମଣ୍ଡଳ ଯୁବମୋର୍ଚା ସଭାପତି ରାଜେଶ ଜେନା,ସତ୍ୟଜିତ ବାରିକ,ବିନୋଦ ରେଡ୍ଡୀ, ଶୀତାନଶୁ ଶତପଥୀ,ମାର୍କତ ନଗର ବରିଷ୍ଠ ନେତା ଲାଲା ଅମ୍ବିକା ପ୍ରସାଦ ରାୟ,ଓବିସି ବରିଷ୍ଠ ନେତା ସଞ୍ଜୟ ଜେନା,ଷ୍ଟ୍ରିଟ ଭେଣ୍ଡର ସେଲ ମୁଖ୍ୟ ସୁରେଶ ମହାନ୍ତି, କୃଷକ ନେତା ସତ୍ୟ ପଟ୍ଟନାୟକ, ଗୋପାଳଜୀଉ ମଣ୍ଡଳ ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ବେହେରା,ମଣ୍ଡଳ ଯୁବମୋର୍ଚା ସଭାପତି ଶ୍ରୀକାନ୍ତ ବେହେରା,କୋଭିଡ ହେଲଥ କେୟାର ମୁଖ୍ୟ ଡ଼ଃ ହରି ସାହୁ,ବରିଷ୍ଠ ମହିଳା ମୋର୍ଚ୍ଚା ନେତ୍ରୀ ସନ୍ଧ୍ୟା ରାଣୀ କାଣ୍ଡି, ଜିଲା ସମ୍ପାଦକ ହରପ୍ରସନ ଦାସ,ଦୀପକ କାହାଳୀ,ଯୁବମୋର୍ଚା ର ଲକ୍ଷ୍ମୀଧର ସାହୁ,ବିକି ସାହା,ମୃତ୍ୟୁଞ୍ଜୟ ମୂଖୀ,ସତ୍ୟ ରଞ୍ଜନ ଦଳାଇ,ଦିପକ କୁମାର ପ୍ରଧାନ,ବିକାଶ ତ୍ରିପାଠୀ,ସୁବାସୀଷ ପାତ୍ର, ବିଶାଳ ମୁଖୀ,ମନୋଜ କୁମାର ଦାସ,ଦିପୁନ ରଥ
ଶ୍ରୀନିବାସ ଆଚାର୍ଯ୍ୟ,ଜୟ ପ୍ରକାଶ ଦାସ,ସ୍ୱରୂପ ମହାନ୍ତି,ଉର୍ମିଳା ମହାରଣା,ରୁଦ୍ର ପଣ୍ଡା ଆଦି ପ୍ରମୁଖଙ୍କ ସହିତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ୱାଗତ କରିଥିଲ।

Leave a comment

Your email address will not be published. Required fields are marked *