#Breaking News

କନ୍ଧମାଳ ଜ଼ିଲ୍ଲା ରେ ସେରୋ ସର୍ଭେ ଆରମ୍ଭ


ଫୁଲବାଣୀ(ସୁନୀଲ ପଟନାୟକ )
ଆଜିଠାରୁକନ୍ଧମାଳ ଜ଼ିଲ୍ଲା ରାଇକିଆ ରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି l
ଡାକ୍ତର ଜୟ ସିଂ ଖେତରୀ ଓ ଡାକ୍ତର ଅସିତ ମାନସିଂହ ଙ୍କ ନେତୃତ୍ୱ ରେ ଆର ଏମ ଆର ସି ର ବାର ଜଣିଆ ଟିମ ଦ୍ୱାରାଏହି ସେରୋ ସର୍ଭେ ଚାଲିଛି lଗୁରୁବାର ତୁମୁଡିବନ୍ଧ ଓ ରାଇକିଆ ର ବିଭିନ୍ନ ବର୍ଗ ର ଚାଳିଶ ଲେଖାଁଏ ଲୋକ ର ସେରମ ସଂଗ୍ରହ କରାଯିବ l
ଆସନ୍ତା ୧୨ ତାରିଖ ଯାଏ ଏହି ଟିମଚଉଦ ଟି ସ୍ଥା ନ ରେ ଚାଳିଶ ଲେଖାଏଁ ସାମ୍ପଲ ଓ ଶହେ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କ ସାମ୍ପଲ ସଂଗ୍ରହ କରିବେ l
ସେହିପରି ଏ ଯାଏ ୩ ଲକ୍ଷ ୫ ୩, ୧ ୮ ୯ ଜଣ ଟୀକା ନେଇଥିବାଜଣା ପଡିଛି l

Leave a comment

Your email address will not be published. Required fields are marked *