କନ୍ଧମାଳ ଜ଼ିଲ୍ଲା ରେ ସେରୋ ସର୍ଭେ ଆରମ୍ଭ

Udaya_Labanya | September 9, 2021 | 19 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଆଜିଠାରୁକନ୍ଧମାଳ ଜ଼ିଲ୍ଲା ରାଇକିଆ ରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି l
ଡାକ୍ତର ଜୟ ସିଂ ଖେତରୀ ଓ ଡାକ୍ତର ଅସିତ ମାନସିଂହ ଙ୍କ ନେତୃତ୍ୱ ରେ ଆର ଏମ ଆର ସି ର ବାର ଜଣିଆ ଟିମ ଦ୍ୱାରାଏହି ସେରୋ ସର୍ଭେ ଚାଲିଛି lଗୁରୁବାର ତୁମୁଡିବନ୍ଧ ଓ ରାଇକିଆ ର ବିଭିନ୍ନ ବର୍ଗ ର ଚାଳିଶ ଲେଖାଁଏ ଲୋକ ର ସେରମ ସଂଗ୍ରହ କରାଯିବ l
ଆସନ୍ତା ୧୨ ତାରିଖ ଯାଏ ଏହି ଟିମଚଉଦ ଟି ସ୍ଥା ନ ରେ ଚାଳିଶ ଲେଖାଏଁ ସାମ୍ପଲ ଓ ଶହେ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କ ସାମ୍ପଲ ସଂଗ୍ରହ କରିବେ l
ସେହିପରି ଏ ଯାଏ ୩ ଲକ୍ଷ ୫ ୩, ୧ ୮ ୯ ଜଣ ଟୀକା ନେଇଥିବାଜଣା ପଡିଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories