#Breaking News

ବରଗଡ଼ ରେ କର୍ମଶାଳା ଅନୁଷ୍ଠିତ

ବରଗଡ଼, ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅତାବିରା ନଗର ଶାଖା ତରଫ ରୁ ସ୍ଥାନୀୟ ଲରାସରା ଉଚ୍ଚ ବିଦ୍ୟାଳୟ ରେ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏଥିରେ ଲରାସରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନବୋଧ ମାଝୀ,ଖଇର ପାଳି ୟୁଜି ୟୁପି ସ୍କୁଲ ର ଶିକ୍ଷକ ସୁଦାମ ଭୁଏ , ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ବରଗଡ଼ ଜିଲ୍ଲା ର କାର୍ଯ୍ୟବାହାକ ତରାଚାନ୍ଦ କଣ୍ଟା ଓ ନଗର ଉପସଭାପତି ବିଜୟ କୁମାର ପ୍ରଧାନ ଓ ଆଶୁତୋଷ ବିଶ୍ୱାଳ ମୁଖ୍ୟ ଅତୀଥି ଭାବେ ଯୋଗଦେଇ ଥିଲେ ଓ ବିଭିନ୍ନ ଅନୁଷ୍ଠାନ ର ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ଓ abvp ର କର୍ଯ୍ୟକର୍ତା କାର୍ତ୍ତିକ ବେହେରା, ରୋସନ ପ୍ରଧାନ,ଅଶୋକ ବରିହା,ସୁଶାନ୍ତ ବାଗ, ପ୍ରିୟଦତ୍ତ ସ୍ୱାଇଁ, ଅମର ସାହାଣୀ , ହେମନ୍ତ ମହାକୁର ଓ ନଗର ପ୍ରମୁଖ ଅଶୋକ ଭୋଇ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ନଗର ସମ୍ପାଦକ ଅଚ୍ୟୁତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ

Leave a comment

Your email address will not be published. Required fields are marked *