ବରଗଡ଼ ରେ କର୍ମଶାଳା ଅନୁଷ୍ଠିତ

Udaya_Labanya | September 10, 2021 | 26 views |0 | Breaking News

ବରଗଡ଼, ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅତାବିରା ନଗର ଶାଖା ତରଫ ରୁ ସ୍ଥାନୀୟ ଲରାସରା ଉଚ୍ଚ ବିଦ୍ୟାଳୟ ରେ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏଥିରେ ଲରାସରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନବୋଧ ମାଝୀ,ଖଇର ପାଳି ୟୁଜି ୟୁପି ସ୍କୁଲ ର ଶିକ୍ଷକ ସୁଦାମ ଭୁଏ , ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ବରଗଡ଼ ଜିଲ୍ଲା ର କାର୍ଯ୍ୟବାହାକ ତରାଚାନ୍ଦ କଣ୍ଟା ଓ ନଗର ଉପସଭାପତି ବିଜୟ କୁମାର ପ୍ରଧାନ ଓ ଆଶୁତୋଷ ବିଶ୍ୱାଳ ମୁଖ୍ୟ ଅତୀଥି ଭାବେ ଯୋଗଦେଇ ଥିଲେ ଓ ବିଭିନ୍ନ ଅନୁଷ୍ଠାନ ର ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ଓ abvp ର କର୍ଯ୍ୟକର୍ତା କାର୍ତ୍ତିକ ବେହେରା, ରୋସନ ପ୍ରଧାନ,ଅଶୋକ ବରିହା,ସୁଶାନ୍ତ ବାଗ, ପ୍ରିୟଦତ୍ତ ସ୍ୱାଇଁ, ଅମର ସାହାଣୀ , ହେମନ୍ତ ମହାକୁର ଓ ନଗର ପ୍ରମୁଖ ଅଶୋକ ଭୋଇ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ନଗର ସମ୍ପାଦକ ଅଚ୍ୟୁତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories