ଇନର ହୁଇଲ କ୍ଲବ ତରଫରୁ ବିଏମଡି ଟେଷ୍ଟ ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଆଠଗଡ ଇନର ହୁଇଲ କ୍ଲବ ତରଫରୁ ଡାକ୍ତର ଭୁବନାନନ୍ଦ ଦାସଙ୍କ କ୍ଲିନିକ ଠାରେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଥିବା ରୋଗୀ ମାନଙ୍କର କମ୍ପୁଟର ଜରିଆରେ ବିଏମଡି ଟେଷ୍ଟ କରାଯାଇ ଏହାର ଉପଶମ ପାଇଁ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି।ଇନର ହୁଇଲ କ୍ଲବ ର ସଭାପତି ନିରଜ ନଳିନୀ ବେହେରାଙ୍କ ଉଦ୍ୟମରେ ସମ୍ପାଦିକା ରାଜେଶ୍ୱରୀ ଗୋସ୍ୱାମୀଙ୍କ ସହିତ ଇନର ହୁଇଲ କ୍ଲବର ସଦସ୍ୟ ପୁଲିନ ମିଶ୍ର,କଳ୍ପଳତା ଦାଶ, ମଂଜୁଲତା ମହାଳିକ,ଦୀପାଳି ଦାଶ, ମଞ୍ଜୁଳା ଦାସ,ଯସ୍ମୀନ ପଟ୍ଟନାୟକ ପ୍ରମୁଖ କ୍ଲବର […]

ଲୋକ କଳା ଭବନ ରେ ଆଲୋଚନା ଚକ୍ର

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଓ ମିଳିତ କଳାକାର ମଞ୍ଚ ପକ୍ଷରୁ ଆଜି ବରଗଡ଼ ସ୍ଥିତ ଲୋକ କଳା ଭବନ ଠାରେ ‘ ଲୋକକଳା କ୍ଷେତ୍ରରେ ପଶ୍ଚିମ ଓଡ଼ିଶା ର ଅବଦାନ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଲୋକ କଳା ଗବେଷକ ତଥା ଶିକ୍ଷା ବିତ୍ ମୋହନ ସାହୁ ଯୋଗ ଦେଇ ଆମ ଅଞ୍ଚଳ ଲୋକ କଳା ର ସଂରକ୍ଷଣ […]

ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଆଠଗଡ(ଉଲାପ୍ର)ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି।ଯୁବ ରେଡ଼କ୍ରସ ଉପଦେଷ୍ଟା ଟ୍ଵିଙ୍କଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ଅଧକ୍ଷା ବବିତା ସାହୁ ଦୁର୍ନୀତି ହଟେଇବାକୁ ଶପଥ କରାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଯୋଗଦେଇ କହିଲେ ଦୁର୍ନୀତି ଆମର ବଡ଼ ଶତ୍ରୁ ତାକୁ ସବୁ ସ୍ତରରୁ ହଟାଇ ବାକୁ ପଡିବ।ଅନ୍ୟମାନଙ୍କ ମଧ୍ୟରେ ଯୁବ ରେଡ଼ କ୍ରସ ର ସ୍ବେଛାସେବୀ ସୁନିତା ସାହୁ ଯୋଗଦେଇଥିବା ବେଳେ ଅଧ୍ୟାପିକା ରଶ୍ମିତା ପଣ୍ଡା […]

୧୩୩ ଏକର ଗ6 ଜଂ ଇ ଚାଷ ନଷ୍ଟ କଲା ପୋଲିସ, ଓ ଅବକାରୀ ବିଭାଗ

ଫୁଲବାଣୀ-(ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ।ରବିବାର କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ପଲାବୁରୁଡ଼ି ପଞ୍ଚାୟତର ରାଣିମିଳିକା ଅଟାଶ୍ରାମ୍ବୁ, ଓ ବାଲିପଦର ଗ୍ରାମର ନାଳ ନିକଟରେ ବେଆଇନ ଭାବେ ଲଗାଯାଇଥିବା ୧୩୩ ଏକର ଗଞ୍ଜେଇ ଗଛ ନଷ୍ଟ କରିଥିବା ଏସିଡି ପିଓ ମହେନ୍ଦ୍ରନାଥ ମୁର୍ମୁ […]

ଫୁଲବାଣୀ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ,

ଫୁଲ ବ।ଣୀ- (ସୁନୀଲପଟ୍ଟନାୟକ)ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ଆଜି ସକାଳୁ ସ୍ଥାନୀୟ ସର୍କିଟ ହାଉସରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ କ୍ଷଣାତ ଡାକ୍ତରି ଦଳ ପହଞ୍ଚି ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ଚିକତ୍ସା କରୁଛନ୍ତି। ସେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଆମ୍ବ ଲାନ୍ସ ଯୋଗେ ଭୁବନେଶ୍ଵର ନେବାଲାଗି ପରାମର୍ଶ ଦେଇଥିବା ଜଣା ପଡିଛି । କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ । ଡି.ଏ ସପି ଭିନିତ ଅଗରୱାଲ, […]

ନିଷ୍ଠା ପରିବାର ଓ ଜୀବନ ସଂଯୋଗ ର ମିଳିତ ଉଦ୍ୟମ ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରୁ ୬୦ୟୁନିଟ ରକ୍ତ ସଂଗୃହିତ

ବରଗଡ଼ (ଉଲାପ୍ର)ଆଜି ନିଷ୍ଠା ପରିବାର ଓ ଜୀବନ ସଂଯୋଗ ର ମିଳିତ ଆନୁକୁଲ୍ୟରେ ତାଳଶ୍ରୀଗିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସରପଞ୍ଚ ଧରିତ୍ରୀ ସାହୁ ଓ ଗାଁ ର ଭଦ୍ର ବ୍ୟକ୍ତି ମାନେ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ ୬୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ୧୦ଜଣ ମହିଳା ଓ ୫୦ଜଣ ପୁରୁଷ ସ୍ଵତଃପୂର୍ତ୍ତ ଭାବରେ […]

ଗଡଜାତ ପରିକ୍ରମା ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ମାଲ୍ୟାର୍ପଣ

ଆଠଗଡ(ଉଲାପ୍ର)ଆଜି ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ,ଆଠଗଡ ପାଇଁ ଚିନ୍ତା କରୁଥିବା ଓ ଲେଖୁଥିବା ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ସ୍ମୃତିପୀଠ ଠାରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଗଲା,ଆଠଗଡ ରେ ପୁଯ୍ୟପୂଜାକୁ ଆମ ଅନୁଷ୍ଠାନ ସମ୍ମାନ ଦେଉଛି ଏହା କିଛି ନୂଆକଥା ନୁହେଁ।ନୂଆକଥା ହେଲା ଆଜିର ଦିନରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶାସନ ଭୁଲିଗଲା,ଯୋଉ ଏନଏସି ପ୍ରତିମୂର୍ତ୍ତି ବସାଇଛି ସିଏ ବି ଭୁଲିଗଲା ଫୁଲମାଳ ଟିଏ ଦେବାକୁ,ଏହା ବ୍ୟତୀତ କଂଗ୍ରେସ ଦଳ […]

ଲାନ୍‌କୋ ବାବନ୍ଧ ପାୱାର ପ୍ଲାଣ୍ଟ ସମ୍ବନ୍ଧୀୟ ତ୍ରୀପାକ୍ଷିକ ବୈଠକ କ୍ଷତିପୂରଣ ମାମଲାର ଫଇସଲା ପାଇଁ କାରଖାନାକୁ ପ୍ରସ୍ତାବ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖଡ଼ଗପ୍ରସାଦ ଓ କୁରୁ ଠାରେ ଥିବା ଲାନ ବାବନ୍ଧ ପାୱାର ପ୍ଲାଣ୍ଟ ବିକ୍ରି ଓ କ୍ଷତିପୂରଣକୁ ନେଇ ପ୍ରଶାସନ , କାରଖାନା କତୃପକ୍ଷ ଓ ପ୍ରଜାସଂଘ ମଧ୍ୟରେ ତ୍ରିପାକ୍ଷୀକ ବୈଠକ ଶନିବାର ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଜାସଂଘ ସହିତ କ୍ଷତିପୂରଣ ସମ୍ବନ୍ଧୀୟ ସମସ୍ତ ମାମଲାର ଫଇସଲା କରିବା ପାଇଁ କାରଖାନାକୁ ୭ ଦିନ ସମୟ ଦିଆଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ […]

ସ୍ବର୍ଣ୍ଣିମ ବିଜୟ ବର୍ଷ ସମାରୋହ ଯାତ୍ରା

ଢେଙ୍କାନାଳ(ଉଲାପ୍ର)୧୯୭୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସୃଶ୍ଚିମ ବିଜୟ ବର୍ଷ ପାଳନ କରାଯାଉଛି । ଏହି ଅବସରରେ ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଯୋଦ୍ଧା ସୈନିକଙ୍କୁ ଆଜି ( ଅକ୍ଟୋବର ୩୦ ) ଅପରାହ୍ଣ ୪ ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ବରସ୍ଥ ରାଜଭବନଠାରେ ସମ୍ବର୍ଦ୍ଧିତ କରାଯିବ । ଏହି ଉପଲକ୍ଷେ ଆଜି ଜିଲ୍ଲା କାର୍ଯ୍ୟାଳୟଠାରେ ପୂର୍ବାହ୍ଣ ୯ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ୧୨ ଜଣ […]

ୟୁନାଇଟେଡ଼ ସ୍ପୋର୍ଟସ, ବରଗଡ଼ ରାଜ୍ୟ ଫୁଟବଲ ଚାମ୍ପିଅନ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କ୍ଲବ ଫୁଟବଲ ପ୍ରତିଯୋଗିତା ରେ ବରଗଡ଼ ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ ହୋଇଛନ୍ତି। ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ଖେଳ ରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି। (ଫାଓ) ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ର ବିଭିନ୍ନ ପଡ଼ିଆରେ ଉକ୍ତ ପ୍ରତିଯୋଗିତା […]