#Breaking News

ତୁମୁଡିବନ୍ଧ ଅଞ୍ଚଳରେ ୨୩୧ କେଜି ଗ6ଜଂ ଇ ଜବତ, ଜଣେ ଗିରଫ


ଫୁଲବାଣୀ-୧୧/୧୦(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରି ଏକ ଟାଟା ଟ୍ରକ ଏମ ଏଚ୪୯ ଏଟି୪୭୧୬ ଗାଡିରେ ୫ଟି ବସ୍ତାରେ ଥିବା ୨୩୧ କେଜି ଗ6ଜଂ ଇଜ୍ ବତକରିଥିଲେ । ଏ ସଂପର୍କରେ ପୋଲିସ ମହାରାଷ୍ଟ୍ର ନାଗପୁରର ଉପଲବାଡି ପୋଲିସ ଥାନା ଅନ୍ତର୍ଗତଟି ପୁ ସୁଲତାନ ଛକରଅଜୟ ଦେବା ନନ୍ଦଗଡପାଏଲେ କୁ ଗିରଫ କରିଛି ।
ପୋଲିସ ୭୪/୨୧ ଧାରା ୨୦ (ବି)(“!!) ସିଏ ନଡିପିଏ ସରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଏ ସବୁ ଗ6ଜଂ ଇ ବାଲିଗୁଡ଼ାରୁ ନାଗପୁର ଯାଉଥିଲା ବୋଲି ପୋଲିସ କହିଛି ।

Leave a comment

Your email address will not be published. Required fields are marked *