ହାତୀମୃତୁ ପିଛା ଛାଡ଼ୁନି ଆଠଗଡ ବନବିଭାଗ ର

ଆଠଗଡ(ଉଲାପ୍ର)ଆଠଗଡ ବନଖଣ୍ଡ ରାଜନଗର ଗ୍ରାମ ନିକଟସ୍ଥ ଏକ ଧାନ ବିଲରେ ୭ ବର୍ଷର ଛୁଆ ହାତୀର ମୃତ୍ୟ ହୋଇଥିବା ଜଣାପଡିଛି,ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଓ ଆଠଗଡ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂହ ମାଥୁରଙ୍କ ସମେତ ବନ କର୍ମଚାରୀ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଜାରି ରଖିଛନ୍ତି।ଆଠଗଡ ପ୍ରାଣୀ ଚିକିତ୍ସିକ ଶୁସାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଜାଣିବା […]

ବରଗଡ଼ ପଞ୍ଚାୟତ କଲେଜ୍ ଠାରେ ରକ୍ତଦାନ ଶିବିର

ବରଗଡ଼: ବରଗଡ ପଞ୍ଚାୟତ କଲେଜ ଏନ୍‌ସିସି ଏବଂ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ ପଞ୍ଚାୟତ କଲେଜ୍ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି । ଏନ୍‌ସିସି ଦିବସ ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ପ୍ରତି ବର୍ଷ ଚଳିତ ବର୍ଷ ମଧ୍ୟ ପଞ୍ଚାୟତ ମହାବିଦ୍ୟାଳୟ ପରିସରେ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା । ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଏନ୍‌ସିସି ଅଫିସର […]

ବରଗଡ଼ ଜିଲ୍ଲାର ୨୨ ହାଇସ୍କୁଲ ମୁଖ୍ୟ ମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଆଜି ସଂଧ୍ୟା ରେ ବରଗଡ଼ ଜିଲ୍ଲାର ୨୨ ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଲୋକାର୍ପିତ କରିଥିଲେ। ଏହି ଅବସରରେ ସୋହେଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ଲୋକାର୍ପଣ ଉତ୍ସବ ରେ ଜିଲ୍ଲା ର ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ସୋହେଲା ବ୍ଲକ ଲେବଡି ହାଇସ୍କୁଲ ର ଛାତ୍ରୀ […]

ଜୀବନ ବୀମା ଅଭିକର୍ତ୍ତା ସଂଘ ର ସାଧାରଣ ପରିଷଦ ବୈଠକ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜୀବନ ବୀମା ଶାଖା ଅଭିକର୍ତ୍ତା ସଂଘ ର ସାଧାରଣ ପରିଷଦ ବୈଠକ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘ ର ସଭାପତି ମନୋଜ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ସଭା କୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅଜିତ କର,ମଣ୍ଡଳ ସଭାପତି ପ୍ରସୁନ […]

ଏନଏଚ ୫୩ ର ଉନ୍ନତିକରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଭୁବନ ଟାଉନ୍ ଦେଇ ଯାଇଥିବା ଜାତୀୟ ରାଜପଥ ର ଉନ୍ନତିକରଣ ପାଇଁ ବରିଷ୍ଟ ନାଗରିକ ଜନସ୍ଵାର୍ଥ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଭୁବନ ଦେଇ ଯାଇଥିବା ୫୩ ଜାତୀୟ ରାଜପଥଟି ଭୁବନ କୋର୍ଟ ସାମ୍ନାଠାରୁ ବାଇପାସ ରାସ୍ତାରେ ଗାଡି ଚଳାଚଳ ପରେ ସେହି କୋର୍ଟ ସାମ୍ନାରୁ ଭୁବନ ଏନ.ଏ.ସି. ଅନ୍ତର୍ଭୁର ସହର ଦେଇ ନୀଳମାଧନ ପେଟ୍ରୋଲ ପମ ପର୍ଯ୍ୟନ୍ତ ପୂର୍ବରୁ ଥିବା ରାସ୍ତା ଦୀର୍ଘଦିନ ଧରି ଖୋଳତାଡ ହୋଇ ମରଣ […]

କନ୍ଧମାଳ ବାରଖମାରେ ମାଓ ପୋଷ୍ଟର

ଫୁଲବାଣୀ(ସୁନୀଲପଟନାୟକ)କିଛି ଦିନର ନୀରବତା ପରେ ପୁଣି ସକ୍ରୀୟ ହେଲେ ମାଓବାଦୀ । ମଙ୍ଗଳବାର ସକାଳୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଠାରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଏଥିରେ ସିପିଆଇ ମାଓ ବାଦୀ କେକେ ବି ଏନ ସଂଗଠନ ବୋଲି ଉଲ୍ଲେଖ ଅଛି ।ଏଥିରେତ୍ରୀସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଆହ୍ଵାନ ଦିଆଯାଇଛି । ସେହିପରି ପୋଲିସ କିମ୍ବିଙ୍ଗ ଅପରେସନ ନାମରେ ଲୋକମାନଙ୍କୁ ଅତ୍ୟାଚାର କରୁଛି । ପୋଲିସ ଓ ଅବକାରୀ […]

ଫିରିଙ୍ଗିଆ ଅଂଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ମଧ୍ୟରେ ଥିବା ଖେଳ ପଡିଆ ନିକଟରେ ଥିବା ଆଜି ଏକ ଶାଗୁଆନ ଗଛ ରୁ ଫିରିଙ୍ଗିଆ ପୋଲିସଜଣେ ଯୁବକ ର ମୃତ ଦେହ ଉଦ୍ଧାର କରିଛି. ଆଜି ସକାଳୁ ଉକ୍ତ ପଡିଆକୁ ଖେଳିବା ପାଇଁ ଆସିଥିବା ପିଲା ମାନେ ଶବ ଟି ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ.l ଖବର ପାଇ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର […]

ପୁଣି ଶୀତ ଲେଉଟିଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଶୀତର ଲହରୀ, ଆଜିଫୁଲ ବାଣୀରେ ୯ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ଡିଗ୍ରୀ ସେଲସିୟସ

ଫୁଲବାଣୀ(ସୁନୀଲ ପଟ୍ଟନାୟକ) କନ୍ଧମାଳକୁ ପୁଣି ଶୀତ ଲେଉଟିଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଏବେ ଜାଡରେ ଥରୁଛି ।ପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫକରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି […]

ହେଲପି° ହାର୍ଟ ର ସମ୍ମାନିତ ସମାରୋହ

ବରଗଡ଼: ବରଗଡ଼ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପି° ହାର୍ଟ ତରଫ ରୁ ଆଜି ବଣିକ ଭବନ, ବରପାଲି ଠାରେ ନିଷ୍ଠା ପରିବାରକୁ ସମ୍ମାନିତ କରାଯାଇଥିଲା। ଉକ୍ତ ଅନୁଷ୍ଠାନ ପକ୍ଷରୁ ବେକାର ଯୁବକ ଯୁବତୀ ଙ୍କୁ ସୈନ୍ୟ ବାହିନୀରେ ଯୋଗଦେବା ପାଇଁ ମାଗଣା ଶିକ୍ଷା ପ୍ରଦାନ ସହ ତାଲିମ ଦେଇ ଆସୁଛନ୍ତି। ଏହା ସହିତ ଆଜି ଠୁ ନୂତନ ବେଚ ର ନାମ ଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି। ଏବେ ଯୁବକ ଯୁବତୀ ମାନେ ଚାକିରୀ ନ […]

ଭଙ୍ଗା ଘରେ ଗଢ। ହେଉଛି ଶିଶୁଙ୍କ ଭବିଷ୍ୟତ,ସଙ୍କଟ ରେ ଅ ଆ..

ଫୁଲବାଣୀ-(ସୁନୀଲ ପଟନାୟକ)ସରକାର ସମସ୍ତଙ୍କ ପାଇଁ ମାଗଣା ଶିକ୍ଷାବ୍ୟବସ୍ଥା କରିଛନ୍ତି। ଏଥିପାଇଂ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । ହେଲେ ଆଦିବସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏ ସବୁ ସତେ ଯେପରି ପ୍ରହସନ ପାଲଟିଥିବା ଭଳି ମନେହେଉଛି । ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ଏଠି ବିପଦରେ । ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି କୋମଳମତିଶିଶୁଙ୍କ ଭବିଷ୍ୟତ ଗଢ଼ା ଯାହାକି ସମସ୍ତଙ୍କୁ ଚକିତ କରିଛି । ଅଙ୍ଗନବାଡି କେନ୍ଦ୍ରର ଗୋଟିଏ ପଟର କାନ୍ଥ […]