#Breaking News #Uncategorized

ପରଜଙ୍ଗ ରେ ରକ୍ତଦାନ ଶିବିର ଅନୁଷ୍ଠିତ

ପରଜଙ୍ଗ(ଉଲାପ୍ର)ବସନ୍ତପଡ଼ା ଉପ୍ରା ବିଦ୍ୟାଳୟ ଠାରେ ଆଗାମୀ ୧୬ ତାରିଖ ମଙ୍ଗଳବାର ଦିନ ସକାଳ ୦୮ ଘଟିକା ଠାରେ “ଯୁବଶକ୍ତି” ସମର୍ପିତ ଓଡ଼ିଶା ଓ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ହେବାକୁ ଥିବା ସ୍ବେଛାକୃତ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକ ରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ, ଗଣମାଧ୍ୟମ ପ୍ରତିନିଧି ସୁବ୍ରତ ବିଶ୍ଵାଳ, ସଞ୍ଜୀବ ଖିଲାର, ଏବଂ ଗ୍ରାମର ସମସ୍ତ ଯୁବକ ଭାଇ ମାନେ ସାମିଲି ହୋଇ ସମସ୍ତଙ୍କୁ ରକ୍ତଦାନ କରିବା ପାଇଁ ନିବେଦନ କରି କହିଥିଲେ ଆସନ୍ତୁ ଆମେ ସମସ୍ତେ ଶପଥ ନେବା, ଆମେ ସମସ୍ତେ ରକ୍ତଦାନ କରି ନୂତନ ଜୀବନ ଦାନ ଦେବା ଓ ରକ୍ତ ଅଭାବ ଦୂର କରି ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବା ସହ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆହ୍ବାନ ଦେଇଥିଲେ

Leave a comment

Your email address will not be published. Required fields are marked *