#Breaking News

ବିଧାରପୁର ଟେ ନାଳର ଅବସ୍ଥା କିପରି ଅଛି

ବଡମ୍ବା( ଉଲାପ୍ର)ସବୁଜାଣି ନିରବ ବଡମ୍ବା ପ୍ରଶାସନ । ସରକାରଙ୍କ ମାଳ ମାଳ ଯୋଜନା ଚାଲିଛି । କିନ୍ତୁ ତାହା ରାଜନେତା ଓ ବିଧାୟିକା ଓ ବିଧାୟକଙ୍କ ଅଧିନରେ ଥିବା ଲୋକଙ୍କ ପାଇଁ । ନାହିଁ ଯୋଜନାରେ ଗରିବଙ୍କ ଲାଭ କେବଳ ଅଛି ରାଜନେତା ଙ୍କ ଲାଭ ଯାହା ବଡମ୍ବା ର ଅଭିମାନପୁର ପଂଚାୟତ ବିଧାରପୁର ରେ ଥିବା ନାଳ କୁ ଦେଖିଲେ ବୁଝିହୁଏ । ନାଳ ପଡିଛି ଖୋଲା ଏବଂନାଳରେ ଉଠିଲାଣି ଅନେକ ଗଛ ପ୍ରଶାସନ ବୋଧହୁଏ କୁଜିନେତାଙ୍କ ଚାପରେ ଚୁପ ।ବଡମ୍ବା ର ଶେଷ ସୀମା ନାଳ ପୁରାତନ ତାକୁ ନୁତନ ରୂପ ଦେଇଦେଲେ ସରକାର । ବିଧାରପୁର ଦେଇ ଯାଇଥିବା ନାଳରେ ଏଭଳିକି ଆଉ ପାଣି ଯାଉନାହିଁ । ଯାହାର ମରାମତି କୁ ସାଧାରଣ ରେ ଦାବି ହେଇଛି।

Leave a comment

Your email address will not be published. Required fields are marked *