#Breaking News

ପିପୁଲସ ଫୋରମ ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲାକୁ ତୁରନ୍ତ ରେଳ ସଂଯୋଗ କରିବା ଦାବିକରି କନ୍ଧମାଳ ଜ଼ିଲ୍ଲା ବାସି ଙ୍କ ପକ୍ଷରୁ ଫୋରମ ର ସଭାପତି ତଥା ସାମ୍ବାଦିକ ରାଧାମୋହନ ମହାପାତ୍ର ଦିଲ୍ଲୀ ଯାଇ ରେଳ ଭବନ ରେ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଦାବୀ କରିଥିଲେ l ଏ ନେଇ ଏକ ସ୍ମାରକ ପତ୍ର ମଧ୍ୟ ମହାପାତ୍ର ପ୍ରଦାନ କରିଛନ୍ତି l
କନ୍ଧମାଳ ଏକ ଆଦିବାସୀ ବହୁଳ ଅନୁନ୍ନତ ଜ଼ିଲ୍ଲା lସ୍ୱାଧୀନତା ର 74ବର୍ଷ ପରେ ବି କନ୍ଧମାଳ ଜ଼ିଲ୍ଲା କୁ ରେ ଳ ସଂଯୋଗ ହୋଇନି ଏଯାଏଁ l
ଫଳରେ ଆଶା ନୁରୁପ ବିକାଶ ହୋଇନି ଜ଼ିଲ୍ଲାରେ l
ଏଣୁ ବ୍ରହ୍ମପୁର -ସଂବଲ ପୁର ଭା ୟା ଫୁଲବାଣୀ ପ୍ରସ୍ତାବିତ ରେ ଳ ସଂଯୋଗୀ କରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା କୁ ଫୋରମ ସଭାପତି ମହାପାତ୍ର ଯୁକ୍ତି ଦର୍ଶାଇଥିଲେ l

Leave a comment

Your email address will not be published. Required fields are marked *