#Breaking News

ନରସିଂହପୁର ପୋଲିସକୁ ଦୁର୍ବୁତ୍ତ୍ୱଙ୍କ ଖୋଲା ଚ୍ୟାଲେଞ୍ଜ


ନରସିଂହପୁର( ଉଲାପ୍ର)ନରସିଂହପୁର କ୍ଲବ ଛକ ଆଶା କମୁନିକେସନ ବିଭୂତି ସାହୁଙ୍କ ଦୋକାନ ରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଦୋକାନ ତାଲା କାଟି 15ଟି ଦାମୀ ମୋବାଇଲ ସେଥି ମଧ୍ୟରୁ ଦୁଇଟି ମୋବାଇଲ ର ଦାମ 70 ହଜାର ସମୁଦାୟ ମୋବାଇଲ ର ଆନୁମାନିକ ମୁଲ୍ୟ ଅଢେଇ ଲକ୍ଷ ରୁ ଅଧିକ ଟଙ୍କା ଏବଂ ଏବଂ ପ୍ରାୟ ଏକ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି,ଆଜି ସକାଳୁ ଏହି ଘଟଣା ଜଣା ପଡିବା ପରେ ଦୋକାନୀ ମାଲିକ ନରସିଂହପୁର ଥାନାରେ ମାମଲା ରୁଜୁ କରିଥିବା ଜଣାପଡିଛି, ଦୁର୍ବୁତ୍ତ ମାନେ ନରସିଂହପୁର ପୋଲିସ କୁ ଖୋଲା ଚାଲେଞ୍ଜ ଦେଇଛନ୍ତି,ଦେଖାଯାଉ ଆସାମୀକୁ ଧରିବାରେ ନରସିଂହପୁର ପୋଲିସ କେତେ ଦମ ଦେଖାଉଛି।

Leave a comment

Your email address will not be published. Required fields are marked *