#Breaking News

କାର ଓ ବାଇକ କୁ ଧକ୍କା ଦେଇ ଅଟୋ ଚାଳକ ଫେରାରସାମ୍ବାଦିକ ଆହାତ


ଫୁଲବାଣୀ (ସୁନୀଲ ପଟନାୟକ )
ପ୍ରଥମେ ଜଣେ ଡାକ୍ତର ରଙ୍କ କାରକୁ ଧକ୍କା ଦେଇଥିଲା ଅଟେ । ପରେ ଏକ ଜଣାଶୁଣା ଓ କିଲ ଓ ସାମ୍ବାଦିକଙ୍କ ବାଇକ କୁ ଧକ୍କା ଦେଇ ଦୃତ ଗତିରେ ଅଟେ । ଚାଳକ ଫେରାର ହୋଇଯାଇଥିଲା ଆଖି ପିଛୁଳ।କେ କୁ ଆଡେ ।
ଏନେଇ ଡାକ୍ତର ବେହେରା ଥାନାରେ ଏତେଲା ଦେଇଛନ୍ତି । ଡାକ୍ତର ବେହେରା। ଙ୍କ କାର ଡ଼ାହାଣ ପଟସାମାନ୍ୟ କ୍ଷତି ଗସ୍ତ ହୋଇଥିବାବେଳେ ସାମ୍ବାଦିକ ଆଦିତ୍ୟ କୁମାର ତ୍ରିପାଠିଙ୍କ ବାଇକ ଭାଙ୍ଗିଯାଇଥିବାବେଳେ ସେ ବ।ଇକରୁ ତଳକୁ ପଡିଯିବା ଫଳରେ ଅଣ୍ଟା ହାତ ଓ ପିଠିରେ ଆଘାତ ଲାଗିଛି ।
ଦୁର୍ଘଟଣା ଘଟିଛି ସହର ର ରାମ ମନ୍ଦିର ରାସ୍ତାରେ l
ଅଟୋ ଚାଳମାନେ ଦୃତ ଗତିରେ ଅଟେ ।ଚଳାଉଥିବାରୁ ପ୍ରତିଦିନ ଦୁର୍ଘଟଣା ମାନ ଘଟୁଛି ।
ଏଥି ପତି ପୋଲିସ ଦୃଷ୍ଟି ଦେଉନଥିବାରୁ
ଅଟୋ ଚାଳକଙ୍କ ମନ ମାନୀବଢି ଚାଲିଛି। ତୁରନ୍ତ ଅଟେ । ଚାକକଙ୍କୁ ଗିରଫ କରିବା ସହ ଉଭୟଙ୍କୁ କ୍ଷତିପୁରଣ ପ୍ରଦାନ ଓ ଅଟେ । ଜବତ କରିବାକୁ ଦାବୀ କରାଯାଇଛି।

Leave a comment

Your email address will not be published. Required fields are marked *