#Breaking News

ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ରେ କର୍ମଚାରୀ ଙ୍କ ସମୂହ ଧାରଣା

ତିଗିରିଆ(ଉଲାପ୍ର)ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ରେ EPF ନିୟମି କରଣ ଦାବିରେ କର୍ମଚାରୀ ମାନଙ୍କର ମହାବିଦ୍ୟାଳୟ ଆଗରେ ସମୂହ ଧାରଣା ଦେଇଛନ୍ତି,ଗତକିଛି ବର୍ଷ ହେଲା ମହାବିଦ୍ୟାଳୟ ରେ EPF ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।କର୍ମଚାରୀ ମାନଙ୍କର EPF ନିୟମିତ ନହେବା ପର୍ଯ୍ୟନ୍ତ କର୍ମଚାରି ମାନେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Leave a comment

Your email address will not be published. Required fields are marked *