ବିଭିନ୍ନ ଦାବୀ ପୂରଣ ନେଇ ପୌର ସଫେଇ କର୍ମଚାରୀ ଧାରଣାରେ

Udaya_Labanya | November 26, 2021 | 26 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ବିଭିନ୍ନ ଦାବୀ ପୂରଣ ନେଇ ଫୁଲବାଣୀ ପୌର କର୍ମଚାରୀ କାର୍ଯ୍ୟା ଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l
ପୌର ପରିଷଦ ର୨ ଶହ ରୁ ଉର୍ଦ୍ଧ ସଫେଇକର୍ମଚାରୀୟୁନିଫର୍ମ,ଭତା,କୋଭି ଡ଼ ସହାୟତା ଆଦି ବିଭିନ ଦାବି ପୂରଣ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି l ସକାଳୁ ସକାଳୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଧାରଣା ରେ ବସିଥିବା କହିଛନ୍ତି l
ସେମାନ ଙ୍କ କହିବା କଥାହେଲା ଭୋର ଚାରିଟା ରାତି ରୁ ଆସି ରାସ୍ତାଘାଟ ଠୁ ଆରମ୍ଭ କରି ପ୍ରତେ କ ଲୋକଙ୍କ ଦୁଆର ଦୁଆର ବୁଲି ବର୍ଷା, ଶୀତ କା କରରେ ଅଳିଆ ଆବର୍ଜନା ସଫା କରୁଛୁ। କିନ୍ତୁ ଆମ କଥା କେହି ବୁଝୁ ନାହାନ୍ତି। ବର୍ଷl ରେ ଭିଜି ଭିଜି ଅଳିଆ ସଫା କରୁଚୁ, କୋଭି ଡ଼ ସମୟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ଅଳିଆ ଉଠାଇ ଥିଲୁl ଲୋକଙ୍କୁ ସୁରକ୍ଷିତ ରଖିବା ସହିତ ସହରକୁ ସୁନ୍ଦର ରଖିବା ରେ ଆମର ପ୍ରମୁଖ ଭୁମିକା ରହିଛି । କିନ୍ତୁ ଆମ ଜୀବନ ପ୍ରତି କାହାର ଦରଦନାହିଁ। ଜିଲାପାଳ ଠାରୁ ଆରମ୍ଭ କରି ପୌରପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ଦୀର୍ଘ ଦୁଇ ବର୍ଷ ଧରି ଗୁହାରି କରି ଆସୁଛୁ, କିନ୍ତୁ ଫଳ ସୁନ। ଆମ ଦାବି ଯେ ପର୍ଯ୍ୟନ୍ତ କେହି ଶୁଣି ନାହାନ୍ତି ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନ କାରି l ଖବର ପାଇ
ପୌର ଅଧିକାରୀ ବଳଦେବ ବେହେରା ଆସି ଆନ୍ଦୋଳନ କାରି ସଫେଇ କର୍ମଚାରୀ ଙ୍କୁ ବୁଝାସୁଝା କରୁଛନ୍ତି l ସେମାନଙ୍କ ର ଦାବୀ ପ୍ରତି ସେ ଯତ୍ନବାନ ଅଛନ୍ତି l ସେମାନ ଙ୍କ ର ଦାବୀ ଗୁଡିକ ଯେପରି ଯଥା ଶୀଘ୍ର ପୂରଣ ହେବ ସେନେଇ ଦ୍ରୁଷ୍ଟି ଦିଆଯାଉଥିବା କହିଛନ୍ତି l ଏଣୁ ଜନସାଧାରଣ ଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ ବନ୍ଦ ନକରିବା ଲାଗି ପୌର ଅଧିକାରୀ ବଳଦେବ ବେହେରା ପରାମର୍ଶ ଦେଇଛନ୍ତି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 3 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 8 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories