#Breaking News

ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ମହିଳା କଲେଜ ଠାରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସା°ସଦ ସୁରେଶ ପୂଜାରୀ ଯୋଗଦେଇ ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ଼ଃ ସୁଜିତ୍ ପୃଷେଠ ଯୋଗଦେଇ ଥିଲେ। ସଭାକୁ କଲେଜ ଅଧ୍ୟକ୍ଷ ଡ଼ଃ ସୁନିଲ କୁମାର ଦେବତା ସଂଯୋଜକ କରିଥିଲେ। ଶେଷରେ ବରଗଡ଼ ନେହେରୁ ଯୁବକ କେନ୍ଦ୍ର ର ସଂଯୋଜକ ରୋଶନ ଟଣ୍ଡନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *