ଚବିସ କେ ଜି ଗଂଜେଇ ସହ ଦୁଇ ଗିରଫ

Udaya_Labanya | November 27, 2021 | 27 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଅବକାରୀ ବିଭା ଗ ଦ୍ଵାରା 24 କିଲୋ ଗଞ୍ଜେଇ ଗୋଟଏ କର ସହ ଦୁଇଜଣ ଙ୍କୁ ଗିରଫ କରିଛି l ସୂଚନାଯୋଗ୍ୟ ଯେ, ନୂଆ ପଦର ଠାରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବିଶେଷ ସୂତ୍ରରୁ ଖବର୍ ପାଇ ଅବକାରୀ ବିଭାଗ କଲେଜ ଛକ ଠାରେ ମାଡ଼ି ବସିଥିଲେ କର କୁ ସର୍ଚ୍ଚ କଲାବେଳେ 24 କେଜି ଗଞ୍ଜେଇ ଯାବତ୍ କରିଛନ୍ତି l ଦୁଇ ଗିରଫ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୋତିଙ୍ଗୀଆ ଗ୍ରାମର ଦେବରାଜ କହଁର l କୁମ୍ଭାରୀ ଗୁଡ଼ା ର ପବିତ୍ର ମଲ୍ଲିକ l ଜବତ ଗଞ୍ଜେଇ ର ହାରାହାରି ମୂଲ୍ୟଏକ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ କହିଛି l

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 32 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories