ଡ଼ାଲା ବାଡି ଗ୍ରାମ ବାସୀ ଙ୍କ ଧମକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ କୁ ରାସ୍ତା ଟିଏ କର, ନଚେତ୍ ଭୋଟ ବର୍ଜନ

                            ଫୁଲବାଣୀ(ସୁନୀଲ ପଟନାୟକ ) ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ।ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁକୁ ରାସ୍ତା ଟିଏ କର । ନଚେତ ଏଥର ଆଉ କୌଣସି ନେତା ମନ୍ତ୍ରୀଙ୍କ ପ୍ରତିଶୃତି ଶୁଣିବୁ ନାହିଁ। ଗ୍ରାମର ସଭିଏଁ ମିଳିମିଶି ଭୋଟ ବର୍ଜନ କରିବୁ। ଗାଁ କୁ ରାସ୍ତା ନାହିଁ ତ ଭୋଟ ନାହିଁ ଜିଦ୍ ରେ ଅଡି […]

ଆସନ୍ତାକାଲି ୫ଟି ରେ ରୁପାନ୍ତରିତ ହେବ ଜିଲ୍ଲା ର ୨୨ ଟି ସ୍କୁଲ

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ଆସନ୍ତାକାଲି ରାଜ୍ୟ ସରକାର ଙ୍କ ୫ଟି ରୁପାନ୍ତର ଯୋଜନା ରେ ସାମିଲ ହୋଇ ଥିବା ଜିଲ୍ଲା ର ୨୨ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସୋହେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ°ଧ୍ୟା ୫ଟାରେ ଭିସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲା ର ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନେ ଉପସ୍ଥିତ […]

କନ୍ଧମାଳରେ ଅସହ୍ୟ ହେଲାଣି ଥଣ୍ଡା : ଖସିଲା ପାରଦ, ଦାରିଙ୍ଗବାଡିରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଥଣ୍ଡା ଅସହ୍ୟ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ପାରଦ ନିମ୍ନଗାମୀ ହେଉଛି । ଗତ ଦୁଇ ଦିନରେ ୪ ଡିଗ୍ରୀ ସେଲସିଅସ ତାପମାତ୍ରା କମିଛି । ଶୁକ୍ରବାର ଦିନ ୧୩ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଶନିବାର ଦିନ ୨ ଡିଗ୍ରୀ ହ୍ରାସ ପାଇ ୧୧ ଡିଗ୍ରୀ ସେଲସିଅସରେ ପହଂଚିଥିଲା ସର୍ବନିମ୍ନ ତାପମାତ୍ରା । ପୁଣି ରବିବାର ଦିନ ୨ ଡିଗ୍ରୀ […]

କନ୍ଧମାଳରେ କୋଭିଡ଼ ଟିକା ପ୍ରଥମ ଡୋଜ ୮୬ ପ୍ରତିଶତ ଓ ଦ୍ୱିତୀୟଡୋଜ ଟିକା ୪୨ ପ୍ରତିଶତ ଦିଆଯାଇଛି

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ କୋଭିଡ଼ ଟିକା କରଣ ଚାଲିଛି । ବର୍ତ୍ତମାନ ସୁଧା ୮୭ ପ୍ରତିଶତ ଲୋକଙ୍କୁପ୍ରଥମ ଡୋଜ ଟିକା ଦିଆଯାଇଥିବାବେଳେ ଦ୍ୱିତୀୟଡୋଜ ଟିକା ୪୨ ପ୍ରତିଶତ ଦିଆଯାଇଛି।ଜିଲ୍ଲା 6ର ୧୮ ବର୍ଷରୁ ଉର୍ଦ୍ଧ୍ଵ ୬ଲକ୍ଷ ୯୦ ହଜାର ୨୦୯ଜଣ ଆଜି ସୂଧାଟିକା ନେଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାପଡିଛି ।ସୂଚନାଯୋଗ୍ୟଯେ ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ ୭ଲକ୍ଷ ୯୫ ହଜାର ୫୦୧ ଥିବାବେଳେ ୧୮ ବର୍ଷରୁ ଉର୍ଦ୍ଧ୍ଵ ୫ଲକ୍ଷ ୩୯ହଜାର ୯୩୬ ଜଣ ଅଛନ୍ତି । […]

ଢ଼େଙ୍କାନାଳ ଲେଖକ ସଂସଦ ର ୪୨ ତମ ସାମ୍ବଶ୍ଚରିକ ମହୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢ଼େଙ୍କାନାଳ ଲେଖକ ସଂସଦ ର 42ତମ ସାମ୍ବଶ୍ଚରିକ ମହୋତ୍ସବ ଶାଣ୍ଡିଲ୍ୟ ବସନ୍ତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଉସ୍ଛବରେ ମୁଖ୍ୟ ଅତିଥିରୁପେ ଢେଙ୍କାନାଳ ସଂସଦ ମହେଶ ସାହୁ, ସଂମାନିତ ଅତିଥିରୁପେ ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ , ଲେଖକ ସଂସଦ ର ମୁଖ୍ୟ ବ୍ୟକ୍ତା ପ୍ରାକ୍ତନ ଜିଲ୍ଲାପାଳ ସନାତନ ରାଉତ, ସଂମାନୀୟ ବ୍ୟକ୍ତା ଭବନି ଶଙ୍କର ମିଶ୍ର, ଆଇନଜୀବି ଦୀପ୍ତିଶ ପଟ୍ଟନାୟକ, ଲେଖକ ସଂସଦ ର ସଭାପତି ଭିକାରୀ ଚରଣ ରାଉତ ପ୍ରମୁଖ […]

ଭାରତ ସ୍କାଉଟ ଗାଇଡ଼ ତରଫରୁ ସାଇକେଲ ଚାଳନା ଓ ପାହାଡ଼ଚଢା କାର୍ଯ୍ୟକ୍ରମ

ଆଠଗଡ(ଉକପ୍ର)ଆଠଗଡ ରେ ଭାରତ ସ୍କାଉଟ ଓ ଗାଇଡ଼ ତରଫରୁ ରବିବାର ଦିନ ସାଇକେଲ ଚାଳନା ଓ ପାହାଡ଼ ଚଢା କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଛନ୍ତି ଆଠଗଡ ଡ଼ିଏଫଓ ସୁଦର୍ଶନ ଗୋପୀନାଥ ଯାଦବ,ରାଜ୍ୟ ସ୍କାଉଟ ଗାଇଡ଼ ଆଡ଼ଭେଞ୍ଚର କମିଟିର ମୁଖ୍ୟ ସ୍ୱାଧୀନ ପଣ୍ଡାଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଚାନ୍ଦବାଲି ଛକ ହନୁମାନ ମନ୍ଦିର ଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଆଠଗଡ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ,ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ କମାଡାଣ୍ଟ ସୁଧୀର […]

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଥ।ଲ।ମେସିଆ ସଚେତନ ଶିବିର

ଢେଙ୍କାନାଳ(ଉଲାପ୍ର)ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ସ୍ଥାନୀୟ ସାଇମନ୍ଦିର ପରିସରରେଥ।ଲ।ମେସିଆ ରୋଗୀମାନଙ୍କ ପାଇଁ ଏକ ସଚେତନ ଶିବିର ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 50ଜଣ ରୋଗୀ ଯୋଗଦାନ କରି ସମ ହସ୍ପିଟାଲ ର ଡକ୍ଟର ହେମଲତା ଦାଶ ଙ୍କ ଠାରୁ ମରାମର୍ଶ ଗ୍ରହଣ କରିଥିଲେ ।ସତ୍ୟସାଇ ସେବା ସଂଗଠନ ଉକ୍ତ କାର୍ଯ୍ୟକ୍ରମ ନିୟମିତ ଭାବେ କରିବାପାଇଁ ସଂକଳ୍ପ ନେଇଥିବା ବେଳେ ଅଂଚଳର ସମସ୍ତ ରୋଗୀ […]

ଶୀତ ଆସିଲା ଫୁଲବାଣୀ ସହରରେ ଶୀତବସ୍ତ୍ରର ପସରା, ଗ୍ରାହକଙ୍କ ଭିଡ଼

ଫୁଲବାଣୀ(ସୁନୀଲ ପଟନାୟକ)ଶୀତ ଆସିଲେ ଶୀତବସ୍ତ୍ରରପସରାଲାଗେ।ବଜ।ର ଓ ରାସ୍ତାକଡ଼ରେ ଭଳିକି ଭଳି ଶୀତବସ୍ତ୍ର ରଖି.ବେପାର ଜମାଇଥାନ୍ତି ବେପାରୀ। ଠିକ ଏପରି କିଛି କନ୍ଧ ମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ଜିଲ୍ଲାର ଦାରିଙ୍ଗବାଡି, ବାଲିଗୁଡ଼ା, ରାଇକିଆ, ଆଦି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।ଫୁଲବାଣୀ ସହରର ବିଜୁ ପଟନାୟକ ଛକ, ଥାନା ନିକଟ, ଗୋପବନ୍ଧୁ ଛକ, କୋର୍ଟ ଛକ, ଆଦି ବିଭିନ୍ନ ସ୍ଥାନରେ ଶୀତବସ୍ତ୍ର ର ପସରା ମେଲିଛି।ଏମାନେ ବେଶ କିଛି ବର୍ଷ ହେଲା ବେପାର କରି ଆସୁଛନ୍ତି। […]

ଚବିସ କେ ଜି ଗଂଜେଇ ସହ ଦୁଇ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଅବକାରୀ ବିଭା ଗ ଦ୍ଵାରା 24 କିଲୋ ଗଞ୍ଜେଇ ଗୋଟଏ କର ସହ ଦୁଇଜଣ ଙ୍କୁ ଗିରଫ କରିଛି l ସୂଚନାଯୋଗ୍ୟ ଯେ, ନୂଆ ପଦର ଠାରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବିଶେଷ ସୂତ୍ରରୁ ଖବର୍ ପାଇ ଅବକାରୀ ବିଭାଗ କଲେଜ ଛକ ଠାରେ ମାଡ଼ି ବସିଥିଲେ କର କୁ ସର୍ଚ୍ଚ କଲାବେଳେ 24 କେଜି ଗଞ୍ଜେଇ ଯାବତ୍ କରିଛନ୍ତି l ଦୁଇ ଗିରଫ ହେଲେ ଫିରିଙ୍ଗିଆ […]

କନ୍ଧମାଳ୧୦୯୪ମୋବାଇଲ ଟାୱ୍ଵାର ପ୍ରତିଷ୍ଠା ନେଇକେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପୁର୍ବତନ ବିଧାୟକ

ଫୁଲବାଣୀ-୨୭/୧୧(ସୁନୀଲ ପଟନାୟକ)ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳଗୁଡିକରେ ୧୦୯୪ଟି ନୂତନ ମୋବାଇଲଟାୱ। ର ପ୍ରତିଷ୍ଠା କରିବାଲାଗି ସମ୍ମତି ଜଣାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ଭେଟି ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ରମାଝି ଧନ୍ୟବାଦ ଜଣାଇଛନ୍ତି । ସେହିପରି ଜିଲ୍ଲାରେ ଏକ ଆଇଟି ପ୍ରତିଷ୍ଠାନ ନେସନାଲ ଇନଷ୍ଟିଚିଉଟ ଅଫଇଲେକ୍ଟ୍ରୋନିକସ ଓ ଇନ୍ ଫରମେ ସନ ଟେକନୋଲୋଜି ଶାଖା ପ୍ରତିଷ୍ଠା କରିବା ନିମନ୍ତେ ମଧ୍ୟଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ସେହିପରି କନ୍ଧମାଳ ଜିଲ୍ଲା ଏକ ରେଳବିହିନ […]