କଥାକାର ରଞ୍ଜନ ପ୍ରଧାନଙ୍କୁ ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କଥାକାର ତଥା ସାମ୍ବାଦିକ ଡ. ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ‘ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନ ପରିସରରେ ନିମାପଡ଼ା ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ଅବସରରେ ଡ. ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ସହ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମବିଭୂଷଣ ତଥା ଶିଳ୍ପୀ ସୁଦର୍ଶନ ସାହୁ, […]

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମିଲେଟ କାଫେ ଉଦଘାଟିତ

ଢେଙ୍କାନାଳ(ଉଲ୍ଲାପ୍ର )ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମିଲେଟ୍ କାଫେ ଉଦଘାଟିତ ହୋଇଯାଇଛି । ଏହି କାଫେକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଉଦଘାଟନ କରିଛନ୍ତି । ଗୋବିନ୍ଦପୁରର ଜୟ ଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ସଦସ୍ୟା ଦ୍ବାରା ପରିଚାଳିତ ଏହି କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ବରା , ପକୁଡି , ଇଡ଼ିଲି , କେକ , କାକରା , ଚା , ସୂପ୍ ଆଦି ଭଳି ୨୦ ପ୍ରକାରର ଖାଦ୍ୟ ସାମଗ୍ରୀ […]

ଅଙ୍ଗନୱାଡ଼ିକର୍ମୀ ଙ୍କ ରାଲି ଓ ବିକ୍ଷୋଭ

ଫୁଲବାଣୀ (ସୁନୀଲ ପଟନାୟକ )ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ ତରଫରୁ କର୍ମଚାରୀ ମାନେ ବିଭିନ୍ନ ଦାବୀ ଦୀର୍ଘ ଦିନହେଲା ଜିଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ବସିଥିଲେ ବି ସରକାର ଏଯାଏଁ ଦାବିପୂରଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ lଫଳରେ ଏସବୁ ଦାବି ପୂରଣ ନେଇ ଗୁରୁବାର ଫୁଲବାଣୀ ସ୍ଥିତ ମାଦିକୁନ୍ଦାଛକ ଠାରୁ ଅଙ୍ଗନବାଡି କର୍ମୀ ମାନେ ଏକ ବିଶାଳ ରାଲିରେଆସି ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟ […]

ମାଗଣା ଶୀତ ବସ୍ତ୍ର ପ୍ରଦାନ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ରେ ଏବେ ଶୀତର ପ୍ରକୋପ ବଢ଼ି ଥିବାରୁ ଗରିବ ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କି ବୁଢା କି ପିଲା ସମସ୍ତେଦିନ ରାତି ନିଆଁ ଜାଳି ନିଆଁ ପାଖରେ ବସୁଛନ୍ତି lବାହାରକୁ କାମ କରିବାକୁ ଯାଇ ପାରୁନାହାନ୍ତି lଏପରି ସ୍ଥଳେ ଗରିବ ଲୋକଙ୍କୁମାଗଣାରେ କମ୍ବଳ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ଫୁଲବାଣୀ ସହର ର ଓଲଡ ଏଲ. ଆଇ ସି କଲୋନୀ ରେ ରହୁଥିବା ସାହାଣୀ ପରିବାର […]

ଖୋଲିଲା ନୂତନ କେକ୍ ସପ୍ ‘ ମିଓ ଆମୋରେ

’ ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ସହରସ୍ଥିତି ଲକ୍ଷ୍ମୀବଜାର ଠାରେ ନୂତନ କେକ୍ ସପ୍ ‘ ମିଓ ଆମୋରେ ’ ଉଦ୍‌ଘାଟନ ହୋଇଯାଇଅଛି । ସମାଜସେବୀ ସୁକାନ୍ତ ବେହେରା ଓ ଗୋପାଳ ବେହେରା ଉପସ୍ଥିତ ରହି ଏହାକୁ ଉଦ୍‌ଗାଟନ କରିଥିଲେ । ପ୍ରକାଶଥାଉକି , କୁଞ୍ଜକାନ୍ତ ଠାରେ ପ୍ରଥମ ଶାଖା ରହିଥିବାବେଳେ ଏହା ଢେଙ୍କାନାଳରେ ଦ୍ବିତୀୟ ଶାଖା ଅଟେ । ଏଠାରେ ମିଓ ଆମୋରେ କମ୍ପାନୀର ବିଭିନ୍ନ ପ୍ରକାରର ଆମିଶ ଓ ନିରାମିଶ କେକ୍ , ପେଟିସ୍ , ସ୍ନାକ୍ସ […]

ଦୁଇଦିନିଆ ମାଗଣା ଚେସ ତାଲିମ ଉଦଯାପିତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଚେସଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟ କ୍ରମ ଆଜି ବୁଧବାର ଉଦଯାପିତ ହୋଇଛି lଉଦଯାପିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇ ତାଲିମ ନେଇଥିବା ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରମାଣ […]

ଫୁଲବାଣୀ ଠାରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ବାଗତ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଛି। ପାରମ୍ପରିକ ବାଦ୍ୟ, ସଂଗୀତ ଓ ନୃତ୍ୟ ମଧ୍ୟରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ କରା ଯାଇଥିଲା ମଙ୍ଗଳବାର ଦିନ ହକି ବିଶ୍ଵ କପ୍ ଟ୍ରଫି ନୟାଗଡ଼ ଜିଲ୍ଲା ଦେଇ ଖଜୁରୀପଡ଼ା ଠାରେବ୍ଲକ ପ୍ରଶାସନ ଓ ନାଗରିକ କମିଟି ପକ୍ଷରୁ ସ୍ଵାଗତ କରାଯିବା ପରେ ରାତି ୧୧ ଟା ସମୟ ରେ ଫୁଲବାଣୀ ରେ ପହଂଚିବା ପରେ […]

ଆନ୍ତର୍ଜାତୀୟ ଟାଇକୋଣ୍ଡରେ ଓଡ଼ିଶାକୁ ୮ ପଦକ

କଟକ(ଉଲ୍ଲାପ୍ର )କଲିକତାର ଖୁଦିରାମ ଅନୁଶୀଳନ କେନ୍ଦ୍ରଠାରେ ଚଳିତ ମାସ ୧୯ ତାରିଖରୁ ୨୧ ତାରିଖ ୩ଦିନ ଧରି ଅନୁଷ୍ଠିତ କୋରିୟାନ ଟାଇକୋଣ୍ଡ ମାଷ୍ଟର ଆସୋସିଏସନ ଅଫ ଇଣ୍ଡିଆ ଓ ଜିୟଙ୍ଗ ଟାଇକୋଣ୍ଡ ଏକାଡେମୀ ପକ୍ଷରୁ ଆୟୋଜିତ ୬ତମ ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ ପକ୍ଷରୁ ପ୍ରତିନିଧିତ୍ଵ କରିଥିବା ପ୍ରତିଯୋଗୀ ମଧ୍ୟରୁ କିରୋଗୀ ବିଭାଗରେ ସାଇ ସ୍ୱରୂପ ସାହୁ,ମନରଞ୍ଜନ ବାରିକ, ସେକ ମୋଜାଇଲ, ସେକ ମହମ୍ମଦ ନାସିର ସ୍ଵର୍ଣ […]

ଜିଲ୍ଲା ସ୍ତରୀୟ ବଲ ବ୍ୟାଡମିଣ୍ଟନ ଖେଳାଳି ଚୟନ

କଟକ(ଉଲ୍ଲାପ୍ର ) ଆସନ୍ତା ଡିସେମ୍ବର ମାସ ୨ରୁ ୪ ତାରିଖ ଖୋର୍ଦ୍ଧାରେ ସବ-ଜୁନିୟର ଓ ଜାନୁଆରୀ ୬ରୁ ୮ ତାରିଖ ଢେଙ୍କାନାଳରେ ଜୁନିୟର ରାଜ୍ୟସ୍ତରୀୟ (ବାଳକ/ ବାଳିକା)ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ (ବାଳକ/ବାଳିକା) ପ୍ରତିଯୋଗିତା ପାଇଁ ଭକ୍ତମଧୁ ବିଦ୍ୟାପୀଠ ଖେଳପଡିଆରେ ଖେଳାଳି ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଚୟନ କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ବଲ ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ […]