#Breaking News

ବିଜୁ ପକ୍କା ଘର ଯୋଜନାରେ ହିତାଧିକାରିଙ୍କୁ ଘର ମରାମତି ନିମନ୍ତେ ଆର୍ଥୀକ ଅନୁଦାନପ୍ରଦାନ


ଫୁଲବାଣୀ-(ସୁନୀଲପଟନାୟକ) ବିଜୁ ପକ୍କାଘର ଯୋଜନାହିତାଧିକ।ରିଙ୍କୁ ଘର ମରାମତି ପାଇଁ ଆର୍ଥୀକ ଅନୁଦାନ ରାଶି ପ୍ରଦାନର ଶୁକ୍ରବାର ଶୁଭାରମ୍ଭ ହୋଇଛି ।
ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଜୁ ପକ୍କା ଘର ହିତାଧିକାରୀମାନଙ୍କୁ ୩ ହଜାର ଟଙ୍କା ଲେଖାଏପ୍ରଦାନ କରିଥିଲେ ।
କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ। ଡି ଉପସ୍ଥିତ ଥିଲେ । ଗତ ୨୦୧୪ରୁ ଏ ଯାଏ ରାଜ୍ୟ ସରକାର ଯୋଗ । ଇଦେଇଥିବା ବିଜୁ ପକ୍କା ଘର ହିତାଧିକାରୀ ମାନଙ୍କୁ ଏହି ଅର୍ଥ ଅନୁବାନ ରାଶି ପ୍ରଦାନ କରାଯିବା
ସେହିପରି ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା, ମତ୍ସ୍ୟଜିବୀ ବାସଗୃହ ଯୋଜନୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇନ୍ଦିର । ଆବାସ ଯୋଜନା ଆଦିର ହିତାଧିକାରୀଙ୍କୁ ମଧ୍ୟ ଏହି ଯୋଜନାରେ ଆର୍ଥୀକ ସହାୟତା ପ୍ରଦାନ କରାଯିବ. I
ସେହିପରି କରେ । ନା ମହାମାରୀ ସଙ୍କଟକାଳରେ ଲୋକମାନଙ୍କ ଦୁର୍ବଳ ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପକ୍କ। ଘର ପାଇବାକୁ ଯୋଗ୍ୟ ବିବେଚିତ ହିତାଧିକାରି
ଙ୍କୁ ମଧ୍ୟ ସେମାନେ ବର୍ତ୍ତମାନ ରହୁଥିବା ଘର ମରାମତି ପାଇଁ ଏକ କାଳୀନ ୫ ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦିଆଯିବା ଶୁକ୍ରବାର
ଘର ମରାମତି ଅନୁଦାନ ପାଇ ହୀତାଧିକାରୀମାନେ ବେଶ ଖୁସି ବ୍ୟକ୍ତ କରିଥିଲେ ଆଉ ଜିଲ୍ଲା ପ୍ରଶାସନ, ଲୋକପ୍ରତିନିଧିମାନଙ୍କୁ ଭୁରି ଭୁରି ପ୍ରସଂସା କରୁଥିବା ଶୁଣିବାକୁ ମିଳିଥିଲା।

Leave a comment

Your email address will not be published. Required fields are marked *