#Breaking News #Uncategorized

ତାରିଣୀ ଙ୍କ ପୀଠ ରେ ମକର ସଂକ୍ରାନ୍ତି ପର୍ବ ପାଳିତ


ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ, ମା ତାରିଣୀ ଙ୍କ ପୀଠରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି,ପ୍ରାପ୍ତରୁ ମା ଙ୍କୁ ମଙ୍ଗଳ ଆଳତି କରାଯାଇଥିଲା, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ଫୁଲ ହାରରେ ମା ଙ୍କୁ ସୁସର୍ଜିତ କରାଯାଇଥିଲା,ଦୀପ, ଧୂପ ଦିଆଯାଇ ମକର ଭୋଗ ଲାଗି କରାଯାଇଥିଲା, ମଧ୍ୟାହ୍ନ ରେ ହୋମ, ଯଜ୍ଞ କରାଯାଇଥିଲା, ସନ୍ଧ୍ୟା ରେ ଆଳତି ରାତ୍ର ରେ ପହଡ ପଡିଥିଲା,

Leave a comment

Your email address will not be published. Required fields are marked *