ପରଲୋକରେ କନ୍ଧମାଳର ଲୋକପ୍ରିୟ ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ

ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷା ଓ ବିଜ୍ଞାନ ମାଧ୍ୟମରେ କନ୍ଧମାଳର ବିକାଶରେ ଏକ ପ୍ରମୁଖ ଭୂମିକା ନିଭାଇଥିବା ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ ଆଜି ୧୮ ଜାନୁଆରୀ ସକାଳ ୩ଟା ୩୮ ମିନଟ ସମୟରେଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଫୁଲବାଣୀର ସବୁଠୁ ପୁରୁଣା ଏଜେଓ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବିପ୍ର ସାର୍ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଓ ରଚନାତ୍ମକ ଶିକ୍ଷକ ହିସାବରେ ଓ ନିଜର ମାଗଣା ହୋମିଓପାଥି ଚିକିତ୍ସା ମାଧ୍ୟମରେ ଘରେ ଘରେ ପରିଚିତ ଥିଲେ। ପ୍ରତି … Continue reading ପରଲୋକରେ କନ୍ଧମାଳର ଲୋକପ୍ରିୟ ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ