ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍ ଏକାଡେମୀ ର ପ୍ରତିଷ୍ଠାତା ସମ୍ମାନିତ

ଫୁଲବାଣୀ (ସୁନୀଲ ପଟନାୟକ )କ୍ରୀଡ଼ା କ୍ଷେତ୍ର ରେ ଜିଲାରେ ସୁନାମ ଆଣିବା ଓ ନୂତନ ଖେଳାଳି ସୃଷ୍ଟି କରିବା ରେ କ୍ରୀଡ଼ାବିତ ତଥା ସମାଜସେବୀ ମହମଦ ଜ଼ିଆ ଉଦ୍ଦିନ ଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସଂଗଠକ ଭାବେଭୁବେନଶ୍ୱର ସିଟି କ୍ଲବ ପକ୍ଷରୁ ପୁରସ୍କୃତ କରାଯାଇଛି l କନ୍ଧ ମାଳ ଜିଲା ର ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍, ଏବଂ ସିଟି କ୍ଲବ, ଭୂବନେଶ୍ଵର ର ମିଳିତ ଉଦ୍ୟମରେ ସୟଦ୍ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ […]

ସାରଙ୍ଗଡ଼ ସରପଞ୍ଚ ନିର୍ବାଚନ ଘୋଷଣା ନେଇ ପାର୍ଥୀଙ୍କ ବିରୋଧ, ପୁନଃ ଗଣତି ଦାବୀ

ଫୁଲବାଣୀ(ସୁନୀଲ ପଟନାୟକ )ନିର୍ବାଚନ ଯେପରି ସ୍ୱଛ,ଅବାଧ ଓ ନିରପେକ୍ଷ ହେଵ ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଡା ନିର୍ଦେଶ ଦେଇଥିଲେ ହେଲେ କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଳକ ର ସାରଙ୍ଗଗଡ଼ ପଂଚାୟତ ସରପଞ୍ଚ ନିର୍ବାଚନ କୁ ନେଇ ଖୋଦ ପ୍ରାର୍ଥୀ ଦୀନବନ୍ଧୁ ପ୍ରଧାନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସୋମବାର ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛନ୍ତି lସୂଚନା ଯୋଗ୍ୟ ଯେ, କ ନୂଆ ଗାଁ ବ୍ଳକ ଗଣତି ହଲ ରେ ସିସି ଟିଭି […]

ନୂଆ ଚଳଚ୍ଚିତ୍ର ‘କିସ୍‌ମିସ୍‌’

ଭୁବନେଶ୍ବର:(ଉଲାପ୍ର) ନାୟକ ସ୍ଵରାଜ-ନାୟିକା ଶିବାନୀଙ୍କୁ ଝିଲିକ୍ ମୋସନ ପିକ୍ଚର୍ସର ନୂଆ ଚିତ୍ର ‘କିସ୍‌ମିସ୍‌’ରେ ଏକ ଭିନ୍ନ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ସୁଶାନ୍ତ ମଣିଙ୍କ ନିର୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଚିତ୍ରର ସଂଳାପ ରଚନାରେ ସଞ୍ଜୀବ ରଥ ଓ ସ୍ୱର ସଂଯୋଜନାରେ ଅଛନ୍ତି ଅଭିଜିତ ମଜୁମଦାର। ନାୟିକାରୁ ପ୍ରଯୋଜିକା ସାଜିଥିବା ଝିଲିକ୍‌ଙ୍କ ଏହା ଦ୍ଵିତୀୟ ଚିତ୍ର । ଏହା ପୂର୍ବରୁ ‘ରୁଦ୍ରାଣୀ’ ଶୀର୍ଷକରେ ସେ ଏକ ଚିତ୍ର ପ୍ରଯୋଜନା ସହ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି […]

କନ୍ଧମାଳ ୧୨ଟି ବ୍ଲକରେ ୧୨ଟି ଜୋନରେ ଭୋଟ ଗଣତି ସରିଲା ୯ ଟି ଜୋନରେ ବିଜେଡି, ୨ଟିରେ କଂଗ୍ରେସ,ଓ ଗୋଟିଏ ରେ ବିଜେପି ବିଜୟି

—ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲା ର ମୋଟ ୧ ୮ ଟି ଜ଼ିଲ୍ଲା ପରିଷଦ ଆସନ ମଧ୍ୟରୁ ୧୨ ଟି ଆସନ ର ଭୋଟ ଗଣନା ସରିଛି lଏଥିରୁ ଶାସକ ବିଜେଡି ୯ ଟି ଆସନ ହାତେଇ ଥିବା ବେଳେ କଂଗ୍ରେସ ଦୁଇଟି ଓ ବିଜେପି ମାତ୍ର ଗୋଟିଏ ଆସନ ରେ ବିଜୟୀ ହୋଇଛି lସେଗୁଡିକ ହେଲାବାଲିଗୁଡ଼ା-ଜୋନ ୧୫-ନନ୍ଦିନୀ ମଲିକ (ବିଜେଡି)ଫୁଲବାଣୀ ୧୪ନମ୍ବରଜୋନ ଚନ୍ଦ୍ରମାମଲିକ (ବିଜେଡି)ଫିରିଙ୍ଗିଆ ୧୨ନମ୍ବର ଜୋନ-,ନିଳଗିରି ଡିଗଲ (ବିଜେଡି)ଖଜୁରୀପଡ଼ା ୩ ନମ୍ବର ଜୋନ […]

କନ୍ଧମାଳ ରେ ଦଶ ଟି ଜୋନ ରେ ବିଜେଡି ଆଗରେ, କଂଗ୍ରେସ ଦୁଇଟି ରେ ଆଗରେ . ଭୋଟ ଗଣତି ଜାରୀ

ଫୁଲବାଣୀ(ଉଲାପ୍ର) କନ୍ଧମାଳ ଜ଼ିଲ୍ଲା ର ବାରଟିଯାକ ବ୍ଳକ ରେ କଡା ସୁରକ୍ଷା ମଧ୍ୟରେ ସକାଳ ଆଠଟା ରୁ ଭୋଟ ଗଣତି ଆରମ୍ଭ ହୋଇଛି lମଧ୍ୟାହ୍ନ ୪ଟା ସୁଦ୍ଧା ସରକାରୀ ସୁତ୍ର ରୁ ମିଳିଥିବା ରିପୋର୍ଟ ପ୍ରକାରେ ଜ଼ିଲ୍ଲାରଆଜି ଗଣତି ପ୍ରକାରେ ବାରଗୋଟି ଜ଼ିଲ୍ଲାପରିଷଦ ଜୋନ ମଧ୍ୟରୁ ରାଇକିଆ ଓ କୋଟଗଡ଼ ଜ଼ିଲ୍ଲାପରିଷଦ ଜୋନ ରେ କଂଗ୍ରେସ ପ୍ରାର୍ଥୀ ନିକଟତମ ବିଜେଡି ପ୍ରାର୍ଥୀ ଠାରୁ ଆଗରେ ଥିବା ବେଳେ ବାକି ଦଶଟି ଜ଼ିଲ୍ଲାପରିଷଦ ଜୋନ ରେ ବିଜେଡି ପ୍ରାର୍ଥୀ […]

ନଦୀ ରେ ବୁଡି ନବୋଦ୍ୱୟ ୟ ଛାତ୍ରର ମୃତ୍ୟୁ

ଫୁଲବାଣୀ (ସୁନିଲ ପଟନାୟକ ) କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜବାହାର ନବଦୟ ବିଦ୍ୟଳୟ ର ଜଣେ +2 ଛାତ୍ର ର ମୃତ୍ୟୁ ହୋଇଛି ମୃତଛlତ୍ର ଙ୍କ ନାମ ଯୁଗଳ କହଁର l ସୂଚନା ଯୋଗ୍ୟ ଯେ, ଖଜୁରୀପଡ଼ା ବ୍ଲକ ର ଚକାପଥର ଗ୍ରାମର କାମେଶ୍ୱର କହଁର ପୁଅ ଯୁଗୋଳ କିଶୋର କହଁ ର ଫୁଲବାଣୀ ନବଦୟ ବିଦ୍ୟଳୟ ରେ ପଢୁ ଥିଲେ l ଆଜି କିଛି ଛାତ୍ର ସ୍କୁଲ୍ ପାଚେରୀ ଡେଇଁ ନଦୀକୁ ଗାଧୋଇ […]

ବିଜେଡି ର ନୀଳ କୁମାରୀ ନାଏକ ଅମ୍ଭାଭୋନା ବ୍ଲକ ଯୋନରୁ ବିଜୟୀ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଅମ୍ଭାଭୋନା ବ୍ଲକ ଯୋନରୁ ବିଜୁ ଜନତା ଦଳ ପ୍ରାର୍ଥନୀ ଶ୍ରୀମତୀ ନୀଳ କୁମାରୀ ନାଏକ ତାଙ୍କ ନିକଟତମ ପ୍ରାର୍ଥୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ ଙ୍କୁ ୬୪୪୬ ଭୋଟରେ ପରାସ୍ତ କରିଛନ୍ତି। ୧୮ ତଥା ଶେଷ ରାଉଣ୍ଡ ଭୋଟ ଗଣତି ହୋଇ ଥିବା ବେଳେ ବିଜେଡ଼ି ର ନୀଳ କୁମାରୀ ନାଏକ ୧୩,୬୮୭ ଭୋଟ ପାଇଥିବା ବେଳେ ଭାଜପା ପ୍ରଫୁଲ୍ଲ ପ୍ରଧାନ ୭୨୪୧ ଖଣ୍ଡ ଭୋଟ ପାଇଥିଲେ। ଜାତୀୟ କଂଗ୍ରେସ ଦଳର […]

ବରପାଲି ରେ ଉନ୍ମୋଚନ ଉତ୍ସବ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରପାଲି ସ୍ବଭାବ କବି ଗଙ୍ଗାଧର ମେହେର ପ୍ରତି ମୂର୍ତ୍ତି ଠାରେ ବରିଷ୍ଠ ବାନ୍ଧ ଶିଳ୍ପୀ ଡଃ ସୁରେନ୍ଦ୍ର ମେହେର ଙ୍କ ଦ୍ଵାରା ବାନ୍ଧ ଦ୍ବାରା ତିଆରି ‘ଗଙ୍ଗାଧର ମେହେର ଓ ଭକ୍ତି’ ଶିର୍ଷକ ଓ୍ବାଲ ହେଙ୍ଗିଙ୍ଗ ଏବଂ ସାହିତ୍ୟିକ ବୀରେନ୍ଦ୍ର ପ୍ରସାଦ ମିଶ୍ରଙ୍କ ରଚିତ କବିତା ସଂକଳନ ପୁସ୍ତକ ‘ଓଡିଶା ଡାଲଖାଇ’ ପୁସ୍ତକ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରପାଲି ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇ ଏହା ଲୋକାଣର୍ପ […]

କନ୍ଧମାଳ ରେ ବାର ଟି ବ୍ଳକ ରେ ଭୋଟ ଗଣତି ଆରମ୍ଭ

ଫୁଲବାଣୀ (ସୁନିଲ ପଟନାୟକ )କନ୍ଧମାଳ ଜିଲ୍ଲାରେ ଆଜି ସକାଳ ଆଠଟା ରୁ ୧୨ ଟି ବ୍ଲକ ରେ ଗଣତି ଆରମ୍ଭ ହୋଇଛି l ଜିଲାର ୧୮ ଟି ଜିଲା ପରିଷଦ ଆସନ ପାଇଁ ପାଇଁ68 ଜଣ ପାର୍ଥି ଥିବାବେଳେ ୧ ୭ ୧ ପଂଚାୟତ ପାଇଁ ୭ ୯୧ ସରପଞ୍ଚ ଜଣ ଓ ୫ ୯ ୯ ସମିତି ସଭ୍ୟପ୍ରାର୍ଥୀ ଓ ୨ ୩୨୨ ଟି ୱାର୍ଡ ପାଇଁ 2641 ଜଣ ପାର୍ଥି ଙ୍କ ଭାଗ୍ୟ ଆଉ […]

ଢେଙ୍କାନାଳ ମା ତାରିଣୀଙ୍କ ତୃତୀୟ ବାର୍ଷିକ ଉତ୍ସବ ପାଳିତ

ଢେଙ୍କାନାଳ: ଢେଙ୍କାନାଳ ଶାସନ ଛକ ନିକଟସ୍ଥ ମା ତାରିଣୀଙ୍କ ପୀଠରେ ମା ଙ୍କ ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରାତଃ ରୁ ମା ଙ୍କ ମଙ୍ଗଳ ଆଳତି ଓ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ପରେ ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲହାରରେ ମା ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ମଧ୍ଯ ଲାଗି କରାଯାଇଥିଲା।ସ୍ଥାନୀୟ ପୋଖରୀରୁ ଘଟ ପୂଜାର୍ଚ୍ଚନା କରାଯାଇ ମନ୍ଦିର ନିକଟକୁ କଳସ ଅଣାଯାଇଥିଲା। ଦୁଇ ଦିନ ଧରି ଚାଲିବାକୁ […]