#Breaking News #Uncategorized

କୁଲାଇଲୋ ରେ ବାର୍ଷିକ ଯଜ୍ଞ ଅନୁଷ୍ଠିତ


ଆଠଗଡ(ଉଲାପ୍ର)କୁଲାଇଲୋ ଅନନ୍ତ ବେଉରା ଅସ୍ଥି ଚିକିସ୍ଥା କେନ୍ଦ୍ର ଠାରେ ଚାଲିଥିବା ମାଘମାସ ବାର୍ଷିକ ଯଜ୍ଞର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଛି।ପ୍ରତିବର୍ଷ ପରି ଚଳିତବର୍ଷ ୨୫ ତମ ବାର୍ଷିକ ଯଜ୍ଞ ରେ ପୁରୋଧା ସାଜିଥିଲେ ଗିରିଶ ଚନ୍ଦ୍ର ବେଉରାୟ ଓ ତାଙ୍କ ସହଧର୍ମିଣୀ ଜିନ ବେଉରାୟ।ଗତ ସାତ ତାରିଖ ଠାରୁ

ଆରମ୍ଭ ହୋଇଥିବା ଅଙ୍କୁରରୋପଣ,କଳସ ପ୍ରତିଷ୍ଠା ସହିତ ଯଜ୍ଞ ଚାରିଦିନ ଧରି ଅନୁଷ୍ଠିତ ହୋଇଥିଲା, ଅନନ୍ତ ବେଉରା ଅସ୍ଥି ଶଲ୍ୟ ଚିକିତ୍ସାଳୟର ମୁଖ୍ୟ ପ୍ରତାପରୁଦ୍ର ବେଉରାୟ ଗତ ୨୫ ବର୍ଷ ଧରି ଚିକିତ୍ସାଳୟ ପରିସର ମଧ୍ୟରେ ଏହି ମାଘମାସ ର ଯଜ୍ଞ କରି ଆସୁଛନ୍ତି।ବିଭିନ୍ନ ସ୍ଥାନରୁ ଆସିଥିବା ପଣ୍ଡିତ ମାନଙ୍କ ମଧ୍ୟରୁ ମଳୟ କର,ନିରଞ୍ଜନ ଦାଶ ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ପଣ୍ଡିତ ମାନେ ଯୋଗଦେଇଥିଲେ।

Leave a comment

Your email address will not be published. Required fields are marked *