#Breaking News

ଭିଜିଲାନ୍ସ ପଞ୍ଚା ରେ କ. ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର


ଫୁଲବାଣୀ (ସୁନୀଲ ପଟନାୟକ )
ଭିଜିଲାନ୍ସ ପଞ୍ଚା ରେ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ. ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା l
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସଅଧିକାରୀ ମାନେ ଏହି ଚଢ଼ାଉ କରିଥିବା ଜଣାପଡିଛି
କ. ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା
ଙ୍କ କ. ନୂଆଗାଁ କାର୍ଯାଳୟ, ଭଞ୍ଜନଗର, ବୌଦ, ଘର ସମେତ ଅନେକ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଛି l
ରେଞ୍ଜର ବେହେରା ଙ୍କ ବିରୁଦ୍ଧରେ ଦୁର୍ନୀତି ଓ ସରକାରୀ ଅର୍ଥ ତୋଷରପାତ ନେଇ ବହୁ ଅଭିଯୋଗ ରହିଥିଲା ଫଳରେ ଆଜି ଗୁରୁବାର ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ ଆରମ୍ଭ କରିଛି l ଭିଜିଲାନ୍ସ ଅଧିକାରୀ ମାନେ ବ୍ୟାଙ୍କ ପାସ ବୂକ, ଜରୁରୀ କାଗଜ ପତ୍ର, ଅଦି ଜବତ କରିଛନ୍ତି l
ତେବେ ତଦନ୍ତ ପରେ ସର୍ବିଶେଷ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି

Leave a comment

Your email address will not be published. Required fields are marked *