#Breaking News

ଭୋଟର ତାଲିକାରେ ନାଂନ ଥିବାରୁ ବିକ୍ଷୋଭ

ଫୁଲବାଣୀ-୨୨/୨(ସୁନୀଲପଟନାୟକ)
କନ୍ଧମାଳ ଜିଲା ଟିକା ବାଲି ବ୍ଲକ ଅନ୍ତର୍ଗତ ପାବୁରିଆପଞ୍ଚାୟତର ୨ନମ୍ବର ୱ ୲ର୍ଡ଼ର ଶତାଧିକ ଲୋକଙ୍କ ଭୋଟ ର ତାଲିକାରେ ନାଂ
ନ ଥିବାରୁ ଏହାର ପ୍ରତିବାଦ କରି
ବୁଥ ସମ୍ମୁଖରେ ଧାରଣାରେ ବସିଥିଲେ ।
ଏ ନେଇ ଉତ୍ତ୍ୟକ୍ତ ଲୋକେ ବିଡିଓ ଓ ପ୍ରିଜାଇଡିଙ୍ଗ ଅଫିସର ଙ୍କୁ କହିଥିଲେ ମଧ୍ୟ କେହି ଶୁଣିନଥିଲେ । ଫଳରେ ଲୋକେ ନିରାଶ ହୋଇ ଫେରିଥିଲୋ
ଏହା ଏକ ଅଗଣତାନ୍ତ୍ରିକ ଏଭଳି ଭୁଲ ଆଗକୁ ଯେପରି ନ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଲାଗି କଂଗ୍ରେସ ନେତା ତଥା ସମାଜସେବୀ ପ୍ରତ।ପ ପ୍ରଧାନ କହିଛନ୍ତି।

Leave a comment

Your email address will not be published. Required fields are marked *