#Breaking News

କନ୍ଧମାଳ ରେ ବାର ଟି ବ୍ଳକ ରେ ଭୋଟ ଗଣତି ଆରମ୍ଭ


ଫୁଲବାଣୀ (ସୁନିଲ ପଟନାୟକ )
କନ୍ଧମାଳ ଜିଲ୍ଲାରେ ଆଜି ସକାଳ ଆଠଟା ରୁ ୧୨ ଟି ବ୍ଲକ ରେ ଗଣତି ଆରମ୍ଭ ହୋଇଛି l ଜିଲାର ୧୮ ଟି ଜିଲା ପରିଷଦ ଆସନ ପାଇଁ ପାଇଁ68 ଜଣ ପାର୍ଥି ଥିବାବେଳେ ୧ ୭ ୧ ପଂଚାୟତ ପାଇଁ ୭ ୯୧ ସରପଞ୍ଚ ଜଣ ଓ ୫ ୯ ୯ ସମିତି ସଭ୍ୟପ୍ରାର୍ଥୀ ଓ ୨ ୩୨୨ ଟି ୱାର୍ଡ ପାଇଁ 2641 ଜଣ ପାର୍ଥି ଙ୍କ ଭାଗ୍ୟ ଆଉ କିଛି ସମୟ ପରେ ଜଣl ପଡିବ। ଫୁଲବାଣି,ଖଜୁରିପଡା,ଫିରିଙ୍ଗିଆ,ଚକାପାଦ,ଘୁ,ଉଦୟଗିରି,ରାଇକିଆ,ବାଲିଗୁଡା, ତୁମୁଡିବନ୍ଧ,କୋଟଗଡ,କ,ନୂଆଗାଁ,ଟିକାବାଲି ଓ ଦାରିଙ୍ଗିବାଡି ରେ ଭୋଟ ଗଣତି ଚାଲିଛି । ସବୁ ସ୍ଥାନ ରେ ଶାନ୍ତି ପୂର୍ଣ୍ଣ ଭାବେ ଚାଲିଛି ଭୋଟ ଗ୍ରହଣ l
ବର୍ତମାନ ସୁଦ୍ଧା ବାଲିଗୁଡା , ତୁମୁଡିବନ୍ଧ,ଖଜୁରୀପଡା, ଫୁଲବାଣୀ, ରାଇକିଆ, ଟିକାବାଲି, କ. ନୂଆଗାଁ, ଚକା ପାଦ, ଫିରିଙ୍ଗିଆ ଓ ଜି. ଉଦୟଗିରି ଜୋନ ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ କୋଟଗଡ଼ଓ ରାଇକିଆ ଜୋନ ରେ କଂଗ୍ରେସପ୍ରାର୍ଥୀ ଆଗରେ ଅଛନ୍ତି lବିଜେ ପି ଏଯା ଏ କୌଣସି ସ୍ଥାନ ରେ ଖାତା ଖୋଲି ପାରିନଥିବା ଖବରମିଳିଛି l

Leave a comment

Your email address will not be published. Required fields are marked *