#Breaking News

ଆମ ଆଦମୀ ପାର୍ଟି ପକ୍ଷରୁରଶ୍ମିତାଓ ବି ଏସ ପି ର ଜସନ ଙ୍କ ପାର୍ଥି ପତ୍ର ଦାଖଲ


ଫୁଲବାଣୀ (ସୁନୀଲ ପଟନାୟକ )
ଶନିବାର ଫୁଲବାଣୀ ମୁନିସିପାଲଟି ଅଧକ୍ଷା ପଦବୀ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ରଶ୍ମିତା ପଟନାୟକ ସମର୍ଥକ ସ୍ୱାମୀ ଗିରିଶ ପଟନାୟକ, ଆମ ଆଦମୀ ନେତା ସୁବ୍ରମଣ୍ୟମ ପ୍ରମୁଖ କର୍ମୀ ମାନଙ୍କ ସହ ଆସି ଉପଜିଲାପାଳ ଙ୍କ ନିକଟରେ ପାର୍ଥିପତ୍ରଦାଖଲ କରିଛନ୍ତି l
ସେହିପରି ବହୁଜନ ସମାଜ ପାର୍ଟି ପକ୍ଷରୁ ୯ ନମ୍ବର ୱାର୍ଡ ପେଂଜିସାହି ର ଜସନ ମୁଖି ତାଙ୍କ ସମର୍ଥକ ଙ୍କ ସହ ଆସି ଶନିବାର ପାର୍ଥି ପତ୍ର ଦାଖଲ କରିଥିବା ସରକାରୀ ସୂତ୍ରରୁ ଜଣାପଡିଛି l ତେଵେ ବିଜେଡି, କଂଗ୍ରେସ ଓ ବିଜେପି ଦଳ ର ପାର୍ଥି ଙ୍କ ନାଁ ଘୋଷଣା କରାଯାଇନଥିବା ଫଳରେ ସେମାନେ ଆସନ୍ତା କାଲି କିମ୍ବା ଶେଷ ଦିନରେ ପାର୍ଥି ପତ୍ର ଦାଖଲ କରିପାରନ୍ତି l

Leave a comment

Your email address will not be published. Required fields are marked *