#Breaking News

ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ


ଫୁଲବାଣୀ
ଶନିବାର ଫୁଲବାଣୀ ସମେତ ବାଲିଗୁଡା, ଜି, ଉଦୟଗିରି ସମେତ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶହେ ଛ ତମ ଜୟନ୍ତୀ ଓ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l
ଏହିଅବସରରେ ବିଜେଡି ପକ୍ଷରୁ ଫୁଲବାଣୀ ବିଜୁ ପଟନାୟକ ଛକ ରେ ଥିବା ପ୍ରତିମୁର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l
ପରେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରୋଗୀ ମାନଙ୍କୁଦଳ ପକ୍ଷରୁ ଫଳ ବଣ୍ଟନ କରାଯାଇଥିଲା l
ଏଥିରେ ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଓ ବିଧାୟକ ଅଂଗଦ କହଁର, ଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *