#Breaking News

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

. ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ , ଠାରେ ମହାବିଦ୍ୟାଳୟର conference ହଲ ଠାରେ ପାଳନ କରାଯାଇଛି . ଏ.ଓଡ଼ିଆ ଜାତିର ନିଜସ୍ଵ ଭାଷା ଓଡ଼ିଆ କୁ ଶାସ୍ତ୍ରୀୟ ଭାଷା ଦିବସ ରୂପେ କ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଓଡ଼ିଆ ଭାଷାକୁ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ପ୍ରଦାନ କରିଥିଲେ. ଓଡିଆ ଭାଷା , ଆମ ଗୌରବ ଓ ସ୍ଵାଭିମାନ ର ପ୍ରତୀକ । ଓଡ଼ିଆ ଲେଖକ ମଧ୍ୟରେ ଅନ୍ୟତମ ଫକୀର ମୋହନ ସେନାପତି ଙ୍କ ଭାଷାରେ ଦ୍ଭାଷା ହିଁ ଜୀବନ ଶକ୍ତି ଜାତି ମାନଙ୍କର ଯେଉଁ ଜାତି ଭାଷା ହୀନ ସେ ଜାତି ବର୍ବର । ତେଣୁ ଓଡ଼ିଆ ଭାବେ ଆମେ ସମସ୍ତେ ଆମ ଭାଷା ଓଡ଼ିଆ କୁ ନେଇ ଗର୍ବ ଅନୁଭବ କରିବା .ଆଜିର ଏ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ରଞ୍ଜୀତ କୁମାର ପ୍ରଧାନ, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଡ଼ ଦେବାଶିଷ ମହାନ୍ତି, ପ୍ରଫେସର ନାରାୟଣ ସାହୁ , ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରି ଥିଲେ ଏବଂ ଓଡ଼ିଆ ଭାଷା କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଥିଲା

Leave a comment

Your email address will not be published. Required fields are marked *