#Breaking News

ସେ ନଚ୍ୟୁରିଆନ ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କ ବିଶିପଡାରେକୃଷି ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡ଼ା ଗ୍ରାମଠାରେ ସେନଚୁରିଥାନ ବିଶ୍ଵବିଦ୍ୟାଳୟ ଅଧିନ ଏମ.ଏସ ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର ଶେଷ ବର୍ଷରଛାତ୍ର
ଶୁଭପ୍ରତୀକ ବେହେରା, ଓ ପରେଶ ପ୍ରିୟଦର୍ଶନନା ଏକ ବିଶିପଡ଼ା ଗ୍ରାମର କୃଷକ ସାଥୀ ବିପିନ ବିହାରୀ ବି6ଷ।ୟୀ ଓ କୃଷକ ମିତ୍ର ଅନୀତା ବିଷୋୟୀଙ୍କୁ ନେଇ ଗ୍ରାମର ସମସ୍ତ ଚାଷୀଙ୍କୁ ଜୈବିକ ଚ। ଷ ଓ ଉନ୍ନତକୃଷି ଯନ୍ତ୍ରପାତି ବ୍ୟବହାର ସଂପର୍କରେ ସଚେତନ କରିଥିଲେ ।
ସେହିପରି କୀଟନାଶକ ଓ ସାର ବ୍ୟବହାର ବେଳେ କିପରି ସତର୍କତା ଅବଲମ୍ବନ କରିବ ସେ ସଂପର୍କରେ ବୁଝାଇଥିଲେ।
ସିଞ୍ଚନ ସମୟରେ ମୁହଁରେ ମାସ୍କଲଗାଇ ବା ସହ ଗ୍ଲୋଭ ସ ପିନ୍ଧିବା,କୁ ପରାମର୍ଶ ଦେଇଥଲେ ।
ସେହିପରି ଚାଷୀଙ୍କୁରୋଗପୋକ ନିୟନ୍ତ୍ରଣ ଓ ପରିଚାଳନା ସଂପର୍କରେ ଅବଗତ କରିଥିଲେ ।
ଚାଷୀମାନେ କୃଷି ବିଜ୍ଞାନୀମାନଙ୍କ ଠାରୁ ଚାଷ ସଂପର୍କରେ ଜ୍ଞାନ ପାଇ ଖୁସି ବ୍ୟକ୍ତ କରିଥିଲେ ।

Leave a comment

Your email address will not be published. Required fields are marked *