#Breaking News

କନ୍ଧମାଳ ଜିଲ୍ଲା ବ୍ଳକ ଉପାଧ୍ୟକ୍ଷ ନିର୍ବାଚନ


ଫୁଲବାଣୀ( ସୁନୀଲ ପଟନାୟକ)
କନ୍ଧମାଳ ଜିଲାର ୧୨ଟି ବ୍ଲକରେ ପଞ୍ଚାୟତ ସମିତି ଉପା ଧ୍ଯକ୍ଷ ନିର୍ବ।ଚନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି ।
ଚକାପାଦ ବ୍ଲକ୍ ଉପାଧକ୍ଷ ଭାବେ ସୋମନାଥ ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ ଥିବା ବେଳେ ତୁମୁଡ଼ିବନ୍ଧ ବ୍ଲ୍କ୍କ୍କ୍କ ଉପାଧ୍ୟକ୍ଷ ଭାବରେ ସନ୍ତୋଷ ସାହୁ, ଟିକା ବାଲି ବ୍ଳକରେ ପ୍ରସ୍ମିତା ପ୍ରଧାନ, ଖଜୁରୀପଡ଼ା ବ୍ଲ୍କକରେ ଅମିତ କୁମାର ଡିଗାଲ , କନୁଆଁ ଗା ବ୍ଲକରେ ଧବଲେଶ୍ଵର ପାତ୍ର, ଜିଉ ଦୟ ଗିରି ଏନ. ଲୁକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଦାରିଙ୍ଗ ବାଡି ବ୍ଲକ୍ ସଶ୍ମିତା ପ୍ରଧାନ, କୋଟଗଡ଼ପୁଷ୍ପାଞଳି ଭାଟ, ରାଇକିଆରୀନା ପ୍ରଧାନ, ଫୁଲ ବାଣୀ ବ୍ଳକ ଶ୍ରୀନିବାସ ମଲିକ, ଫିରିଙ୍ଗିଆ ଅଜିତ ସାହୁ, ବାଲିଗୁଡ଼ା ବ୍ଲକ୍ ନିକ ଜିନି ମଲିକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚିତ ହେବାପରେ ସବୁ ସ୍ଥାନ ରେ ଖୁସି ର ଲହରୀ ଖେଳି ଯାଇଛି l

Leave a comment

Your email address will not be published. Required fields are marked *