ହାଇସ୍କୁଲ ଖେଳ ପଡ଼ିଆରେ ସୂଚନା ଫଳକ ନାହିଁ
Udaya_Labanya | March 31, 2022 | 20 views |0 | Breaking News
କଙ୍କଡ଼ାହାଡ଼ ବ୍ଲକ କାଲବୁଧିଆ ହାଇସ୍କୁଲ ଖେଳ ପଡିଆରେ ସୂଚନା ଫଳକ ନ ଥିବାରୁ ସାଧାରଣ ରେ ପ୍ରଶ୍ନ ଉଠିଛି!ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି 5t ରେ କାମ କରାଯାଇଛି ହେଲେ ଏହି ବୋର୍ଡ ରେ ସୂଚନା ଫଳକ ନାହିଁ କାର୍ଯ୍ୟ ଆରମ୍ଭ ରୁ ସୂଚନା ଫଳକ ଲେଖା ହେବା ପାଇଁ ସରକାର ନିୟମ ଅଛି ହେଲେ ତିନି ମାସ ରୁ ଅଧିକ ହେବ ସୂଚନା ଫଳକ ନାହିଁ ଜେଇ ମଧ୍ୟ ନିଘୋଡ଼ ନିଦରେ ସୋଇପଡିଛି କି ସାଧାରଣ ରେ ଆଲୋଚନା ଚାଲିଛି!grs କଥା ନ କହିବା ଭଲ!