ହାଇସ୍କୁଲ ଖେଳ ପଡ଼ିଆରେ ସୂଚନା ଫଳକ ନାହିଁ

Udaya_Labanya | March 31, 2022 | 14 views |0 | Breaking News

କଙ୍କଡ଼ାହାଡ଼ ବ୍ଲକ କାଲବୁଧିଆ ହାଇସ୍କୁଲ ଖେଳ ପଡିଆରେ ସୂଚନା ଫଳକ ନ ଥିବାରୁ ସାଧାରଣ ରେ ପ୍ରଶ୍ନ ଉଠିଛି!ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି 5t ରେ କାମ କରାଯାଇଛି ହେଲେ ଏହି ବୋର୍ଡ ରେ ସୂଚନା ଫଳକ ନାହିଁ କାର୍ଯ୍ୟ ଆରମ୍ଭ ରୁ ସୂଚନା ଫଳକ ଲେଖା ହେବା ପାଇଁ ସରକାର ନିୟମ ଅଛି ହେଲେ ତିନି ମାସ ରୁ ଅଧିକ ହେବ ସୂଚନା ଫଳକ ନାହିଁ ଜେଇ ମଧ୍ୟ ନିଘୋଡ଼ ନିଦରେ ସୋଇପଡିଛି କି ସାଧାରଣ ରେ ଆଲୋଚନା ଚାଲିଛି!grs କଥା ନ କହିବା ଭଲ!

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories