#Breaking News

କାଳ ବୈଶାଖୀ ର ପ୍ରଭାବ ରେ ଉଡିଲା ସ୍କୁଲ ର ଟିଣ ଚଦର


ଫୁଲବାଣୀ(ସୁନୀଲ ପଟନାୟକ )
ଗୁରୁବାର ଅପରାହ୍ନ ରେ କାଳ ବୈଶାଖୀ ର ପ୍ରଭାବ କନ୍ଧମାଳ
ଜିଲା ରେ ଦେଖିବାକୁ ମିଳିଛି l ଆଜି ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ରେ ସ୍କୁଲ ଘର ଭାଙ୍ଗିଯିବା ସହ ଟିଣ ଉଡିଥିବା ଦେଖିବାକୁ ମିଳିଛି l ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ର ବୁଜୁଲି ପ୍ରାଥମିକ ବିଦ୍ୟାଳୟ ଉପରେ ଗଛ ପଡି ଟିଣ ଭାଙ୍ଗି ଯାଇଥିବାଦେଖିବାକୁ ମିଳିଛି l ଫଳରେ ପିଲାମାନେ କିପରି ପାଠପଢ଼ୀ ବେ ସେ ଚିନ୍ତାରେ ଅବିଭାବକଓ ଛାତ୍ର ଛାତ୍ରୀ l ସ୍କୁଲକୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି lତେଵେ କାଳବୈଶାଖୀ ଝଡ ରେ ଅନ୍ୟ ଅଂଚଳ ରେ କଣ କ୍ଷତି ହୋଇଛି ଜଣାପଡିନାହିଁ l

Leave a comment

Your email address will not be published. Required fields are marked *