#Breaking News

ପୁତୁରାର କୁରାଢ଼ୀ ଚୋଟ ରେ ବଡବାପା ମୃତ


ଫୁଲବାଣୀ (ସୁନୀଲ ପଟନାୟକ )
ପୁତୁରାର କୁରାଢ଼ୀ ଚୋଟ ରେ ବଡ଼ବାପା ର ମୃତ୍ୟୁ ଲ ଏ ଭଳି ଅଭାବ ନୀୟଘଟଣା ଘଟିଛି କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ କାଳିଗାଡୁ ଗ୍ରାମରେ l
ଏ ନେଇ ଥାନାରେ ଅଭିଯୋଗ ହୋଇଛି l
ସୂଚନା ଯୋଗ୍ୟ ଯେ,ମଙ୍ଗଳବାର କୌଣସି କାରଣ ରୁ ବଡବାପା ନିକତନ ଡିଗାଲ ଙ୍କ ସହ ପୁତୁରା ମିଲଟନ ଙ୍କ ସହ ପାଟିତୁଣ୍ଡ ହୋଇଥିଲଲା
ଏଥିରେ ପୁତୁରା ଉତକ୍ଷିପ୍ତ ହୋଇ ପାଖରେ ଥିବା କୁରାଢ଼ୀ ରେ ନିର୍ମମ ଭାବେ ହତ୍ୟା କରିଥିଲା lଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ ଜବତ କରିବା ସହ ଅଭିଯୁକ୍ତ ମିଲଟନ କୁ ଗିରଫ କରିଥିବା କଥା ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ କହିଛନ୍ତି l

Leave a comment

Your email address will not be published. Required fields are marked *