#Breaking News

ଦୀର୍ଘ ବର୍ଷ ପରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଫୁଲବାଣୀ ବିଧାୟକ


ଫୁଲବାଣୀ(ସୁନୀଲ ପଟନାୟକ )
ଦୀର୍ଘ ବର୍ଷ ର ବ୍ୟବଧାନ ପରେ
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର.
ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା ସେଣ୍ଟର ରେ ପରୀକ୍ଷା ଦେଉଛନ୍ତି l
ସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲ ରେ ପାଠ ପଢୁଥିଲେ l
ତେବେ ପାରିବାରିକ ଓ ଆର୍ଥିକ ସମସ୍ୟା ଜୋଂଗୁଁ ମାଟ୍ରିକ ପରୀକ୍ଷl ଦେଇପାରିନଥିଲେ l ପରେ ରାଜନୀତି ରେ ମିଶି ବିଭିନ୍ନ ପଦ ପଦବୀ ରେ ରହି ବ୍ୟସ୍ତତା ଭିତରେ ଇଚ୍ଛା ଥିଲେ ବି ମାଟ୍ରିକ ପରୀକ୍ଷା ଆଉ ଦେଇପାରିନଥିଲେ lତେବେ ବୟସ୍କ ଲୋକ ମାନେ ପରୀକ୍ଷା ଦେଉଥିବା ଦେଖି ବର୍ତମାନ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ବିଧାୟକ ଅଙ୍ଗଦ କହଁର l
ଆଜି ପରୀକ୍ଷା ଆରମ୍ଭ ହେଉଥିବାରୁ ସକାଳୁ ସକାଳୁ ବିଧାୟକ ରୁଜାଙ୍ଗି ପରୀକ୍ଷା ସେଣ୍ଟର ରେ ପହଂଚି ପରୀକ୍ଷା ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ lତାଙ୍କୁ ଦାଇତ୍ୱ ରେ ଥିବା ଶିକ୍ଷକଶିକ୍ଷୟତ୍ରୀ ନିୟମ ପ୍ରକାରେ ଚେକିଂ କରିବାପରେ ଭିତରକୁ ଛାଡିଥିଲେ

Leave a comment

Your email address will not be published. Required fields are marked *