#Breaking News

ଜିଏ ନଏମ ଛାତ୍ରୀ ପାଳିଲେ ଫୁଲବାଣୀରେ ବିଶ୍ଵସେବୀକା ଦିବସ


ଫୁଲ ବାଣୀ(ଉଲାପ୍ର)ସାରାବିଶ୍ୱ ପାଳିଛି ଆନ୍ତର୍ଜାତୀୟ ନସିଂ ଦିବସ ବା ବିଶ୍ଵ ସେବୀ କା ଦିବସ । ଏହି ଅବସରରେ ଗୁଦାରୀ ସ୍ଥିତ କନ୍ଧମାଳ ଜିଏନଏମକଲେଜ ନସିଂ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ପାଳିଲେ ଆନ୍ତର୍ଜାତୀୟ ନସିଂ ଦିବସ, Iଏହି ଅବସରରେ ମୁଖ୍ୟଅତିଥିଭାବେ ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷା ଅନୀମା କହଁର, ମୁଖ୍ୟ ବକ୍ତ । ଡଃ. ପ୍ରସନ୍ନ କୁମାର ତ୍ରିପାଠୀ, ଏ ଏନଏମ ଟ୍ରେନିଙ୍ଗସେଣ୍ଟେର ଦାୟୀତ୍ଵରେ ଥିବା ଅଧକ୍ଷାମମତା ତ୍ରିପାଠୀ, ନିର୍ଦ୍ଦେଶକ କନ୍ଧମାଳ ଜିଏନଏମ କଲେଜ ଅଜିତ ଦାସ, ଉମାକାନ୍ତ ମଲିକ, ସରପଞ୍ଚ ପିରିକୁ ଡି.ଅଧ୍ୟକ୍ଷା ସଂଘମିତ୍ର । ସିଂ, ପ୍ରଶାସନିକ ଅଧିକାରୀ କେଜି ଏନଏମଟି ସନ୍ତୋଷ ମିଶ୍ର ପ୍ରମୁଖ ଯୋଗ ଦେଇ ସେବୀକା ମାନଙ୍କର ରୋଗୀମାନଙ୍କ ପ୍ରତି ଥିବାକର୍ତ୍ତବ୍ଯ ପ୍ରତି ସଚେତନ ରହିବା ଉପରେ ଗୁରୁତ୍ଵ ଦେଇଥିଲେ । ସେହିପରି ପର ଆପଣ। ନ ଭାବି ସମସ୍ତ ରୋଗୀଙ୍କୁସମାନ ଭାବରେ ସେବା କରିବା ସେବାକା ବା ନର୍ସର କାର୍ଯ୍ୟ ବୋଲି କହିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେ ବି କାମାନଙ୍କ ତ୍ୟାଗ ମହତ୍ଵପୂର୍ଣ୍ଣ ବୋଲି କହିଥିଲେ ମୁଖ୍ୟ ଅତିଥି ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା
ଅନୀମା କ ହଁ ର ସେବିକା ମାନଙ୍କ ସେବାକାର୍ଯ୍ୟରେ ତାଙ୍କ ବଳିଦାନକୁ ସମ୍ମାନ ଜଣାଇ ଜାତିସଂଘ ୧୯୬୫ ମେ ୧୨ତାରିଖକୁ ବିଶ୍ଵସ୍ତରରେ ପାଳନ କରାଯାଇଥାଏ ବୋଲି କହିଥିଲେ।
ଏହି ଅବସରରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ, କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *