#Breaking News

ସରକାରୀ ମଶାରୀ ମାଛ ଧରା କାମରେ ଲାଗୁଛି


ଫୁଲବାଣୀ(ଉଲାପ୍ର)
(ସୁନୀଲ ପଟନାୟକ )
ସରକାର ଲୋକଙ୍କୁ ମ୍ୟାଲେରିଆ ରୋଗରୂ ଦୁରେଇ ରହିବା ପାଇଁ ଔଷଧୀୟ ମଶାରୀ ବ୍ୟବହାର ପାଇଁ ମାଗଣା ରେ ସମସ୍ତ ଙ୍କୁ ପ୍ରଦାନ କରାଯାଇଥିଲା l ହେଲେ ସେହି ଔଷଧୀୟ ଯୁକ୍ତ ମଶାରୀ ବ୍ୟବହାର କରିବାପରିବେର୍ତ୍ତେ ମାଛଧରା କାମରେ ଲଗାଉଛିନ୍ତି ଗାଁ ଗଣ୍ଡା ର ପିଲାମାନେ l ଯାହାର କି ଦୃଶ୍ୟ ଦେଖିବାକୁମିଳିଛି ଗାଁ ରେl ଲୋକେ ଆଦୌ ବ୍ୟବହାର କରୁନାହାନ୍ତି l
ବ୍ୟାପକ ଜନ ସଚେତନତା ସତ୍ୱେ
ଗ୍ରାମାଞ୍ଚଳ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡୁନଥିବା ଫଳରେ
ସରକାରଙ୍କ ଯୋଜନା ଫଳପ୍ରଦ ହୋଇପାରୁନଥିବା ଦେଖାଯାଉଛି l

Leave a comment

Your email address will not be published. Required fields are marked *