#Breaking News

କୁଇନ୍ ଓ ବିବେକୀ ଙ୍କ “ରେ ମୋ ଧନ” ର ପ୍ରଥମ ଭାଗ ସଫଳତା ପରେ ଦ୍ବିତୀୟ ଭାଗକୁ ଅପେକ୍ଷା କରିଛନ୍ତି ଜ୍ୟୋତି ଓ ଦିପ୍ତୀ ।

ଭୁବନେଶ୍ବର ସ୍ଥିତ ସହିଦ୍ ନଗରଠାରେ ଜାନୁଷ୍ଟାର ମ୍ୟୁଜିକ୍‌ର ଏକ କାହାଣିଭରା ମ୍ୟୁଜିକ୍ ଭିଡ଼ିଓ “ରେ ମୋ ଧନ” ର ଭିଡ଼ିଓ ରିଲିଜ୍ ହୋଇଯାଇଥିଲା । ଏହି ମ୍ୟୁଜିକ୍ ଭିଡ଼ିଓ ଟି ବାବୁ ବାବୁ ଙ୍କ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି କୁଇନ୍ ଓ ବିବେକ ଏଥିସହ ଗୀତ ଟିକୁ ଖୁବ୍ ସୁନ୍ଦର ଭାବେ ମଧ୍ୟ କଣ୍ଠଦାନ କରିଛନ୍ତି ଅମ୍ରିତା ନାୟକ ଓ ପ୍ରଯୋଜକ ଭାବେ ଅଛନ୍ତି ଜାନୁଭାଇ । ଏଣୁ ସବୁଠାରୁ ଖୁସିର କଥା କି ଏହି ଗୀତ ଟିର ଦ୍ବିତୀୟ ଭାଗ ଖୁବ୍ ସିଘ୍ର ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ ତାହାସହ ଏହି ଦ୍ବିତୀୟ ଭାଗରେ ଅଭିନୟ କରିବା ପାଇଁ ଖୁବ୍ ଜୋର୍ ସୋର୍ ରେ ପ୍ରସ୍ତୁତି ହେଉଛନ୍ତି ସିରିୟଲ୍ ରେ ଅଭିନୟ କରୁଥିବା ନାୟକ
ଜ୍ୟୋତି ଓ ନାୟିକା ଦିପ୍ତୀ । ଏଣୁ ନିର୍ଦ୍ଦେଶକ ବାବୁ ବାବୁ ବିଶ୍ବାସ ରଖିଛନ୍ତି କି ପ୍ରଥମ ଭାଗ ଠାରୁ ଦ୍ବିତୀୟ ଭାଗରେ ଜ୍ୟୋତି ଓ ଦିପ୍ତୀ ଙ୍କ ଅଭିନୟ ଦର୍ଶକମାନଙ୍କୁ ବେସ୍ ପସନ୍ଦ ଆସିବ ବୋଲି ।

Leave a comment

Your email address will not be published. Required fields are marked *