#Breaking News

ଜନ ସମ୍ପର୍କ ଶିବିର ଅନୁଷ୍ଠିତ


ଫୁଲବାଣୀ(5ସୁନୀଲ ପଟନାୟକ )
କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡ଼ା ଠାରେ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଟିତ ହୋଇଥିଲା l
ଏହି ଅବସର ରେ ଆୟୋଜିତ ସଭାରେ ଗ୍ରାମବାସୀ ଙ୍କୁ ପୋଲିସ ପକ୍ଷରୁ ବିଭିନପ୍ରକାର ଆବଶ୍ୟକୀୟ ସାମଗ୍ରି ପ୍ରଦାନ କରାଯଇଥିଲା l
ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଏହି ଶିବିର ର ମୂଳଲକ୍ଷ ବୋଲିଗୋଛ ଲପଡା ଥାନା ଅଧିକାରୀ କହିଛନ୍ତି l
ପୋଲିସ ଜନସାଧାରଣ ଙ୍କ ବନ୍ଧୁ ଭାବେ କାର୍ଯ୍ୟ କରୁଛି ଏଣୁ ସର୍ବଦା ପୋଲିସ କୁ ସହଯୋଗ କରିବାକୁ ଉପସ୍ଥିତ ଅଧିକାରୀ ମlନେ ମତ ବ୍ୟକ୍ତ କରିଥିଲେ l
ଏହି ଶିବିର ରେ ଗ୍ରାମର ସମସ୍ତ ଜନସାଧାରଣ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *