#Breaking News

ସରକାରୀ ସ୍କୁଲରେ ଅବ୍ୟବସ୍ଥା, ମୁକ୍ତ ଆକାଶ ତଳେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଛାତ୍ରଛାତ୍ରୀ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ରାମାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଖାଇବା ର ଅବବ୍ୟସ୍ଥା ହେଉଥିବା ଦେଖିବାକୁ ମିଳୁଛି । ଛାତ୍ର ଛାତ୍ରୀ ମା ନେ ସୁସ୍ଥ ପରିବେଶ ରେ ବସିକି ଖାଇବା ପାଇଁ ସେଭଳି କିଛି ଵ୍ୟଵସ୍ଥା ନାହିଁl
ପିଲାମାନେ. ବାହାରେ ମାଟିରେ ବସିକି ଖାଉଛନ୍ତି l ବର୍ଷl ଆସିଲାଣି, ବାହାରେ ବସି ଖାଇବା ସମ୍ଭବ ହେବନି l କନ୍ଧମାଳ ଜିଲ୍ଲା ରଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲକେତଟା ସ୍କୁଲ ଅନୁ ଧ୍ୟାନ କରିଉଚ୍ଚ କତୃପକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି l
ଗଣ ଶିକ୍ଷା ମନ୍ତ୍ରୀ ଓ ଜିଲା ପ୍ରଶାସନ ପ୍ରମୁଖ ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *