ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସ୍ତରୀୟ ପାରମ୍ପରିକ କଳା ଓ ସଂସ୍କୃତି ସଂଘ ଓ ରାଧେ ଗୋବିନ୍ଦ ମଠ ରାଧେ ରାଧେ ମହିଳା ସଂକୀର୍ଣ୍ଣନ ମଣ୍ଡଳୀ ର ମିଳିତ ଆନୁକୂଲ୍ୟରେ ଘୁ.ଉଦୟଗିରି ବ୍ଲକ କନଵାଗିରୀ ଠାରେ ସାଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କର୍ଣ୍ଣ, ସମ୍ମାନିତ ଅତିଥି ଭାବେ କୁଇ ସଂସ୍କୃତି ଗବେଷକ ପ୍ରଦୀପ କହଁର, ଫୁଲବାଣୀ […]

ଗୋପବନ୍ଧୁ ଙ୍କ ପୁଣ୍ୟ ତୀଥି ଅବସରରେ ପ୍ରେସ କ୍ଲବ ଓ ସମାଜ ପକ୍ଷରୁ ସ୍ଵେଛା କୃତ ରକ୍ତ ଦାନ ଶିବିର

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରେସ କ୍ଲବ ଓ ଦୈନିକ ସମାଜ ପକ୍ଷରୁ ମିଳିତ ସହଯୋଗ ରେ ବୁଧବାର ଉତ୍କଳ ମଣି ଗୋପ ବନ୍ଧୁ ଦାଶ ଙ୍କ ଚଉରାନବେ ତମ ପୁଣ୍ୟ ତିଥି ଅବସରରେ ବ୍ଲଡ଼ ବ୍ୟାଙ୍କ ପରିସରରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା lଏ ଥିରେପଇଁଚାଳିଶ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହି ଅବସର ରେ ମୁଖ୍ୟଅତିଥି ଭାବେଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଓ ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ […]

କଟିମାହା ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ବିଦ୍ୟାଳୟ ପରିଦର୍ଶନ

ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷା ର ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବାଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ର ନୂତନ ସରପଞ୍ଚ କର୍ଣ୍ଣେଲ କହଁର ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି l ଆଜି ସରପାଞ୍ଚ କର୍ନେଲ କହଁର ଅଚାନକ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ରେ ଯାଇ ସ୍କୁଲ ର ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ତଦାରଖ କରିଥିଲେ l ପଧାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ […]

ଉପାନ୍ତ ଅଞ୍ଚଳବାସୀଙ୍କ ଆଉ ଏକ ଉଦାହରଣ : ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଲେ ।

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବାରମ୍ବାର ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ୨ କିଲୋମିଟର ପାହାଡ଼ି ଝରଣାରୁ ଗାଁ ପର୍ଯ୍ୟନ୍ତ ବାଉଁଶ ନଳ ଖଞ୍ଜି ପାଣି ଟୋପାଏ ଆଣି ପାରିଛନ୍ତି l ବର୍ଷ ବର୍ଷ ବିତିଗଲା। ପ୍ରଶାସନ କି ଜନପ୍ରତିନିଧି କେହି କିଛି କଲେନି। ଗୁହାରି କରିବା ବହୁତ ହୋଇଗଲା, ଆଉ ନୁହେଁ। ’ ଏହିଭଳି ଏକ ସଂକଳ୍ପ ନେଇ ପାଣି ପାଇଁ ଅଣ୍ଟା ଭିଡ଼ିଲେ ୪ ଆଦିବାସୀ ପଡ଼ାର ୮୦ ପରିବାରର ଲୋକେ। କାହା ଉପରେ […]

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ସଫେଇ କରାଯାଇଛି l ଅନେକ ଦିନରୁ ଏ ଗୁଡିକ ଆବର୍ଜନାମୟ ଓ ଅବ୍ୟବହୃତ ଅବସ୍ଥାରେ ଥିଲା l ଏହା ଭିତରେ ଅନେକ ଗୁଡ଼ିଏ ମଦକାଚ,ଗାଈ ଗୋବର, ପ୍ଲାଷ୍ଟିକ ବୋତଲ, ପାଣି ଜରି ଅନେକ ଦିନରୁ ପଡ଼ି ଅସନା ହୋଇ ରହିଥିଲା l ସନ୍ଧ୍ୟା ହେଲେ ଏହା ଅସାମାଜିକ ଲୋକଙ୍କ ଆଡ୍ଡ଼ା ସ୍ଥଳୀ ପାଲଟିଥିଲା l […]

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘ ର ଯୋଜନା ଓ ସମନ୍ୱୟ ବୈଠକ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ନବ ନିର୍ବାଚିତ କାର୍ଯ୍ୟ କାରିଣୀ ସଦସ୍ୟ ଓ ସଦସ୍ୟାଙ୍କ ପ୍ରଥମ ବୈଠକ ରାମ ଚନ୍ଦ୍ର ଦାସଙ୍କ ଅଧକ୍ଷତାରେ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକାରିଣୀ ବୈଠକରେ ଆଗାମି ତିନି ବର୍ଷ ପାଇଁ ମହାସଂଘର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କିପରି ସାମାଜିକ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ରଖି କନ୍ଧମାଳ ଜିଲାର ବିକାଶ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ମହାସଂଘର ଉପାଧ୍ୟକ୍ଷା ସାବିତ୍ରୀ ଦେବୀ, କୋଷାଧ୍ୟକ୍ଷ […]

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘ ର ଯୋଜନା ଓ ସମନ୍ୱୟ ବୈଠକ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ନବ ନିର୍ବାଚିତ କାର୍ଯ୍ୟ କାରିଣୀ ସଦସ୍ୟ ଓ ସଦସ୍ୟାଙ୍କ ପ୍ରଥମ ବୈଠକ ରାମ ଚନ୍ଦ୍ର ଦାସଙ୍କ ଅଧକ୍ଷତାରେ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକାରିଣୀ ବୈଠକରେ ଆଗାମି ତିନି ବର୍ଷ ପାଇଁ ମହାସଂଘର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କିପରି ସାମାଜିକ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ରଖି କନ୍ଧମାଳ ଜିଲାର ବିକାଶ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ମହାସଂଘର ଉପାଧ୍ୟକ୍ଷା ସାବିତ୍ରୀ ଦେବୀ, କୋଷାଧ୍ୟକ୍ଷ […]

ଜନସଙ୍ଘ ର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ 23 ତମ ବଳିଦାନ ଦିବସ ପାଳିତ

ଭୁବନେଶ୍ୱର (ଉଲାପ୍ର )ଭାରତୀୟ ଜନସଂଘ ର ସଂସ୍ଥାପକ ଓ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୁନ ୨୩ ବଳିଦାନ ଦିବସ ଠାରୁ ଜୁଲାଇ ୬ ତାରିଖ ଜନ୍ମ ଦିବସ ଦୀର୍ଘ ୧୪ ଦିନ ବ୍ୟାପୀ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ସାରା ରାଜ୍ୟରେ ସମସ୍ତ ନଦୀ ଘାଟ ସଫୋଇ ସହିତ ନଦୀ ପଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ଅବସରରେ ଆଜି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଳକ ଅନ୍ତର୍ଗତ […]

ଫୁଟୁ କୁଲି ଛତୁ ଭାରି ସୁଆଦିଆ

ଫୁଲବାଣୀ -(ସୁନୀଲ ପଟନାୟକ)ନା ଫୁଟୁ କୁଲି ଛତୁ । ଦେଖି ବାକୁ ମାଟି ରଙ୍ଗ ଆଉ ଗୋଲଗୋଲ । ମାଟି ଭିତରୁ ଖୋଳି ବାହାର କର। ଯାଉଥିବାରୁ ଉପରରଙ୍ଗ ମାଟିଆ ଦେଖାଯାଏ । ସଫାକରିଲେ ଧଳା । ତେବେ ଖୋଳପା କୁଫଟାଇଲେ ଭିତରୁ ଅସିଲି ଛତୁ ବାହାରିଥାଏ। ଏହାକୁ ତରକାରୀ, କିମ୍ବା କଷା, ନଚେତ ପିଆଜ କଞ୍ଚାଲଙ୍କାପକାଇ ଭାଜିଲେ ଭାରି ସୁଆଦିଆ ଲାଗେ। ଯିଏ ଥରେ ଏହାର ସ୍ଵାଦ ଚାଖିଛି ସେ ସହଜରେ ଭୁଲିପାରିବନି।ବର୍ଷା ଦିନ ଆରମ୍ଭରେହିଁ […]

ମାସାନ୍ତ ସାହିତ୍ୟ କବିତା ଆସର ଅନୁଷ୍ଠିତ

ଫୁଲବାଣୀ (ସୁନୀଲ ପଟନାୟକ )ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟ ର ମାସାନ୍ତ ସାହିତ୍ୟ ସଭା ଓ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି l ସାମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ସମସ୍ତଙ୍କୁ ସ୍ୱାଗତ କଲା ପରେ ପ୍ରଭୁ ଜଗନାଥ ଙ୍କ ପାଖରେ ଅତିଥି ମାନେ ଦୀପପ୍ରଜ୍ବଳନ କରିଥିଲେ l ପ୍ରାରମ୍ଭରେ ବିଶିଷ୍ଠ ଚଳଚ୍ଚିତ୍ର ଓ […]