#Breaking News

କନ୍ଧମାଳ ସାଂସଦ ଙ୍କୁ କୃତଜ୍ଞତା


ଫୁଲବାଣୀ (ସୁନୀଲ ପଟନାୟକ )

ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ର ବିଭିନ୍ନ ଅଭାବ ଅସୁବିଧା କୁ ହୃଦୟଙ୍ଗମ କରି କନ୍ଧମାଳ ସଂlସଦ
ଡ଼ଃ ଅଚ୍ୟୁତ ସାମନ୍ତ ଵ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି l
ଏ ନେଇ ସଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ସୂଚନା ଦେଇଛନ୍ତି l
ଫଳରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା ଓ ଅନ୍ୟସଦସ୍ୟ ମlନେ କୃତଜ୍ଞତା ଜଣାଇଛନ୍ତି l
ଏହି ଅର୍ଥ ରେ ପ୍ରେସ୍ର କ୍ଲୁବ ର ଅlବ ଶ୍ୟକୀୟ ସରଞ୍ଜାମ କିଣାଯିବ l
ନିକଟରେ ସଂସଦ ଡ଼ଃ. ସାମନ୍ତ ପ୍ରେସ କ୍ଲୁବ ର ଅତିରିକ୍ତ ଗୃହ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଥିବା ଅବସର ରେ ପ୍ରେସ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଥିଲା l
ଆଗକୁ ମଧ୍ୟ ସମ୍ପୁର୍ଣ ସହଯୋଗ ଜାରୀ ରହିବ ବୋଲି ସଂସଦ ଡ଼ଃ. ସାମନ୍ତ ପ୍ରତିଶୃତି ଦେଇଛନ୍ତି l

Leave a comment

Your email address will not be published. Required fields are marked *