#Breaking News

ପିଟି ହେଲା କାର, ଚାରି ଗୁରୁତର


ଫୁଲବାଣୀ (ସୁନୀଲ ପଟନାୟକ )
ଗୁରୁବାର ସକାଳୁ ଭାରସାମ୍ୟ ହରାଇ ପିଟିହେଲା କାର, ଫଳରେ ଏଥିରେ ବସିଥିବା ଚାରି ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି lକାରଟି ବାଲିଗୁଡ଼ା ଅଂଚଳ ରୁ ମୋହନl ଯାଉଥିବା ବେଳେ ଦାରିଙ୍ଗ ବାଡି ର ସର୍ଵନିକେତା ଘାଟିରେ ଘଟିଛି ଦୂର୍ଘଟଣା lସମସ୍ତେ ଗୋଟିଏ ପରିବାର ର ବୋଲି କୁହାଯାଉଛି l ଆହାତ ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦାରିଂବାଡ଼ି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି l ଖବର ପାଇ ଦାରିଙ୍ଗ ବାଡି ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରୁ ଛି l

Leave a comment

Your email address will not be published. Required fields are marked *