#Breaking News

ଫୁଲବାଣୀ ସହର ଶଶୀ ଦୋକାନ ଛକ ରେ ବାଇକ ଦୂର୍ଘଟଣା, ଚାରି ଆହତ


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସହର ଏସପି ବାସଭବନ ନିକଟ ଶଶୀ ଦୋକାନ ଛକ ରେ ବୁଧବାରବିଳମ୍ବିତ ରାତିରେ ବାଇକ ଦୂର୍ଘଟଣା ରେ ଚାରି ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି l
ଝିପି ଝିପି ବର୍ଷା ରେ ଦ୍ରୁତ ଗତିରେ ବାଇକ ଚାଳନା ଦୁଘଟଣା ର କାରଣ ବୋଲି କୁହାଯାଉଛି l
ଆହତ ମାନଙ୍କୁ ଚିକିତ୍ସା ପାଈଁ ସଦରମହକୁମା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି l
ଆହତ ଯୁବକ ମାନଙ୍କ ପରିଚୟ ମିଳିନି ଏଯାଏ l

Leave a comment

Your email address will not be published. Required fields are marked *