#Breaking News

ପାତି ଆମ୍ବା ଠାରେ ଜନ୍ମାଷ୍ଟମୀ ପାଳିତ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ପାତିଆମ୍ବା ଗ୍ରାମରେ ପ୍ରଭୂ ଶ୍ରୀ କୃଷ୍ଣ ଭଗବାନ ଙ୍କ ଜନ୍ମ ଜୟନ୍ତୀ ଓ ଜନ୍ମାଷ୍ଟମୀମହାସମାରୋହ ରେ ପାଳିତ ହୋଇଥିଲା l ଉତ୍ସବ ରେ ସ୍ଥାନୀୟ ଗ୍ରାମବାସୀ ଓ ସମସ୍ତ ମହିଳା ଓ ପୁରୁଷ ମିଶି ନିଷ୍ଠା ଓ ଭକ୍ତି ର ସହ ପୂଜାର୍ଚ୍ଚନl କରିଥିଲେ l କୃଷ୍ଣଗୁରୁ ସଂଘର ସମ୍ପାଦିକା ତଥା ଗାୟକ ସବିତା ନାୟକ ର ନେତୃତ୍ୱରେ ମହିଳାମାନେନୃତ୍ୟ ର ତାଳେ ତାଳେ ନାମ ସଂକୀର୍ତନ,ସହ ନଗର ପରିକ୍ରମା କରିଥିଲେ l ଏହି କାର୍ଯ୍ୟକ୍ରମ ରାତି ତମାମ ଚାଲିବ l ପାତିଆମ୍ବା ଗ୍ରାମରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା l
ଏହି କାର୍ଯ୍ୟକ୍ରମ ରେ ସମିତି ସଭ୍ୟତଥା ସାମ୍ବାଦିକ ବାଦ୍ୟନାଥ ବେହେରା ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ଭିତରେ ଭାଇଚାରା ଓ ଆଧ୍ୟାତ୍ମିକଭାବ.ଜାଗ୍ରତ କରିବାରେ ସହାୟକହେବ ବୋଲି କହିଥିଲେ l ଜନ୍ମାଷ୍ଟମୀ ପୂଜା ଦେଖିବା ଲାଗି ଆଖପାଖ ଅଂଚଳ ର ଶତାଧିକ ଗ୍ରାମବାସି

Leave a comment

Your email address will not be published. Required fields are marked *