ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ମନମୋହନ ଓ ମହେଶ୍ୱର

Udaya_Labanya | August 20, 2022 | 74 views |0 | Breaking News

ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ଓ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବନ୍ୟା ରେ କ୍ଷତିଗ୍ରସ୍ତ ଅଞ୍ଚଳ ରେ ଆଜି ରାଜ୍ୟ ବିଜେପି
ପ୍ରତିନିଧି ଦଳ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ନେତୃ, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ ସଂପାଦକ ଶ୍ରୀ ଅଭିମନ୍ୟୁ ସେଠୀ ଓ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ କୁମାର ପାଢ଼ୀ ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ବୁଲି ଦେଖିଥିଲେ। କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସମସ୍ୟା ବାବଦରେ ଆଲୋଚନା କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ…

Udaya_Labanya | December 5, 2022 | 2 views |0

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି। ଜଣେ ୧୭ ବର୍ଷର ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୨୧ ବର୍ଷର…

ଆଇନ ସେବା ପ୍ରାଧିକରଣ ସଚିବ ଲୋକଙ୍କ ସୁବିଧା…

Udaya_Labanya | December 5, 2022 | 2 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ‌ଚକାପାଦ‌ ବ୍ଳକ ଅନ୍ତର୍ଗତ ବେହେରା ଗାଁ ପଞ୍ଚାୟତ ର ‌ଲଣ୍ଡାପାଜୁ‌ ଗାଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ‌ ଶ୍ରୀମତୀ ‌ଅନୁଶିଳା ରୟଶନିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ…

Leave a Reply

Your email address will not be published. Required fields are marked *

Archives

Categories