ଲଗାଣ ବର୍ଷା ରେ ଘର ବେହେରା ଗାଂ ରେ ଘର ଭୁଶୁ ଡ଼ିଲା

Udaya_Labanya | August 20, 2022 | 18 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଲଗାଣ ବର୍ଷା ରେ କନ୍ଧମାଳ ଜିଲାରେ ବ୍ୟାପକ କ୍ଷତି ଘଟିଛି l ଲଗାଣ ବର୍ଷା ରେ କାହାର ଜମି ବୁଡି ଫସଲ ନଷ୍ଟ ହୋଇଛି ତ,କାହାର ଘର ଭିତରେ ପାଣି ତ ଆଉ କାହାର ଘର ଭୁସୁଳି ମାଟିରେ ମିଶାଇଦେଇଛି
ଲୋକେ ବାସହରା ହୋଇପଡିଛନ୍ତି l
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବେହେରାଗାଁ ପଂଚାୟତ ର ବିଲାବl ଡା ଗ୍ରାମ ରେ ଘର ଭୁଷୁଳି ଯିବା ଫଳରେ ଜଳନ୍ଧର ପ୍ରଧାନ ଙ୍କ ପରିବାର ବେସାହାରା ହୋଇପଡିଛନ୍ତି l ବର୍ଷlରେ ମୁଣ୍ଡ ଗୁଞ୍ଜିବା ପାଈଁ ଘର ନାହିଁ ଜଳନ୍ଧର ଙ୍କର l ଅlସବାବ ପତ୍ର ସବୁ ନଷ୍ଟ ହୋଇଯାଇଛି l କୌଣସି ସରକାରୀ ସହାୟତା ମିଳିନି ଏଯାଏଁl ଜଳନ୍ଧର ଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ଉପ କୃତ ହୁଅନ୍ତେ ବୋଲି ଗ୍ରାମବାସି ଦାବୀ କରିଛନ୍ତି l କେବଳ ଜଳନ୍ଧର ଏକାନୂହନ୍ତି ଏହି ବ୍ଲକ ର ଅନ୍ୟ କ୍ଷତି ଗ୍ରସ୍ତ ଙ୍କୁ ଚିହ୍ନଟ କରି ପ୍ରଶାସନ ପକ୍ଷରୁ କ୍ଷତି ପୂରଣ ଯୋଗାଇଦେବାକୁ ଦାବୀ ହେଉଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories